| 3996 |
ଅନାଯ୍ୟ |
- Anyāj̄ya (ସଂ.ବିଣ.) - ଅନୁଚିତ Improper.
- ଯାହା ନ୍ୟାୟସଙ୍ଗତ ନୁହେ Unjust.
- ବେଆଇନ୍ Illegal.
- ଅଯୋଗ୍ୟ Unfit.
|
| 3997 |
ଅନ୍ୟାର୍ଥ |
- Anyārtha (ସଂ.ବି.) - ଅନ୍ୟ ବା ଅପର ଅର୍ଥ Another meaning.
- ଅନ୍ୟ ଉଦ୍ଦେଶ୍ୟ Another object.
- (ବହୁବ୍ରୀହି) ଯାହାର ଅପର ଅର୍ଥ ଅଛି Having another meaning.
- ଯାହାର ଅନ୍ୟ ଉଦ୍ଦେଶ୍ୟ ଅଛି ବା ଥାଏ Having another object.
- ଅନ୍ୟ ବ୍ୟକ୍ତି ବା ବିଷୟ ପାଇଁ For another person or thing.
|
| 3998 |
ଅନ୍ୟାସକାରଣରେ |
- Anyāsakāraṅare (ଗ୍ରା.କ୍ରି.ବିଣ.) - ଅକାରଣରେ; ବିନା କାରଣରେ; ବୃଥା In vain.
|
| 3999 |
ଅନ୍ୟାସକ୍ତ |
- Anyāsakta (ସଂ.ବିଣ.) - ଅନ୍ୟ ବ୍ୟକ୍ତିଠାରେ ମୋହିତ ବା ଲିପ୍ତ Enamoured of some other person; attached to some other body.
|
| 4000 |
ଅନ୍ୟାସେ |
- Anyāse (ଦେ.ପଦ୍ୟ.) - ଅନାୟାସେ Easily.
- କୌଣସି କାର୍ଯ୍ୟକୁ ବିନା ପରିଶ୍ରମ, ସହଜରେ କିମ୍ବା ବାଧାବିଘ୍ନରେ ସଂପାଦନ କରିବା To accomplish a task without effort, ease, or obstacles.
|