| 3986 |
ଅନ୍ୟମନସ୍କ |
- Anyamanaska (ସଂ.ବିଣ.) - ଅନ୍ୟ ବିଷୟରେ ନିବିଷ୍ଟଚିତ୍ତ; ଅନ୍ୟାସକ୍ତ ଚିତ୍ତ (ବ୍ୟକ୍ତି) Absorbed in another thought; thinking of some thing else.
- ଅମନୋଯୋଗୀ Inattentive (being in a brown study.)
|
| 3987 |
ଅନ୍ୟମନା |
Also : [ ଅନ୍ୟମନାଃ ]
- Anyamanā (ଦେ.ବିଣ.) - ଅନ୍ୟମନସ୍କ; ଯାହାର ମନ ଅନ୍ୟ ସ୍ଥାନରେ ନିବିଷ୍ଟ Inattentive; intent on some thing else.
|
| 3988 |
ଅନ୍ୟାଚାର |
- Anyāchāra (ଗ୍ରା.ବି.) - ଅନ୍ୟାୟାଚାର; କଦାଚାର; ଆଚାରବିହୀନତା State of being. devoid of approved conduct.
- ଅଧର୍ମାଚରଣ; ଅନୀତି ଆଚରଣ Improper conduct; doing of bad and immoral act.
- ଅନ୍ୟାୟ ଆଚରଣ Improper or unjust conduct.
|
| 3989 |
ଅନ୍ୟାଚାରୀ |
- Anyāchārī (ସଂ.ବିଣ.) - ଅନ୍ୟ ପ୍ରକାରେ ଆଚରଣକାରୀ Acting other-wise.
- ଅନ୍ୟାୟ ଆଚରଣକାରୀ; କଦାଚାରୀ Acting unjustly.
|
| 3990 |
ଅନ୍ୟାଦୃକ୍ |
- Anyādṛuk (ସଂ.ବିଣ.) - ଯାହା ଅନ୍ୟପ୍ରକାର ଦେଖାଯାଏ; ଭିନ୍ନ ପ୍ରକାରର Looking like another; different-looking.
- ଅନ୍ୟ ପ୍ରକାରର Of different kind.
- ଅନ୍ୟ ପ୍ରକାରେ Otherwise; different.
|