Language Section

 

 

 

 

 

 

Dictionary : View_page

ID Main Word Content
4006 ଅପକର୍ଷଣ
  1. Apakarshaṇa (ସଂ.ବି) - ମନ୍ଦ ଆଡ଼କୁ ଭୁଲାଇବା Enticing away from what is right.
  2. ନିମ୍ନକୁ ଟାଣିବା The act of dragging downwards.
  3. ଅବନତି ଘଟାଇବା Degradation; seduction.
  • ଆକର୍ଷଣ - (ବିପରୀତ)
4007 ଅପକଳଙ୍କ
  1. Apakaḻaṅka (ସଂ.ବି) - ମହାକଳଙ୍କ Deep strain; blot.
  2. ବୃଥା ଅଭିଯୋଗ; ବୃଥା କଳଙ୍କାରୋପ False charge; gross libel.
  3. ବଦନାମ, ଯାହାକୁ ଚେଷ୍ଟା କଲେ ମଧ୍ୟ ସହଜରେ ପାଶୋରି ହୁଏ ନାହିଁ  A disgrace that cannot be easily forgotten even if one tries.
4008 ଅପକାର
  1. Apakāra (ସଂ.ବି) - ଅନିଷ୍ଟ; ହାନି Injury; mischief.
  2. ଦ୍ୱେଷ; ଅମଙ୍ଗଳ Evil; ill.
  3. କ୍ଷତି କରିବା, ଅନିଷ୍ଟ କରିବା କିମ୍ବା କୌଣସି ଖରାପ କାମ କରିବା To harm, cause harm, or do something bad.
4009 ଅପକାରକ

Also : [ ଅପକାରୀ 

  1. Apakāraka (ସଂ.ବିଣ.) - ଅମଙ୍ଗଳକାରକ; ଅନିଷ୍ଟକାରୀ; କ୍ଷତିକାରକ Injurious; mischief-making; hurtful; mischievous.
  • ଅପକାରିକା - (ସ୍ତ୍ରୀ)
4010 ଅପକାରୀ

Also : [ ଅପକାରକ

  1. Apakārī (ସଂ.ବିଣ.) - ଅମଙ୍ଗଳକାରକ; ଅନିଷ୍ଟକାରୀ; କ୍ଷତିକାରକ Injurious; mischief-making; hurtful; mischievous.
  • ଅପକାରିଣୀ - (ସ୍ତ୍ରୀ)
  • ଉପକାରୀ - (ବିପରୀତ)
Page 802 of 845



expoodisha.com

 

Other Dictionary