| 3981 |
ଅନ୍ୟବିଧ |
- Anyabidha (ସଂ.ବିଣ.) - ଅନ୍ୟ ପ୍ରକାରର; ଅନ୍ୟ ଶ୍ରେଣୀୟ of different kind; of another sort
|
| 3982 |
ଅନ୍ୟଭୃତ୍ |
- Anyabhṛut (ସଂ.ବି.) - (ଯେ ଅନ୍ୟକୁ ପାଳେ। ଯେ କୋକିଳ ଡିମ୍ବ ଉଷୁମାଇ ଡିମ୍ବ ଫୁଟାଇ ଛୁଆ ଉଡ଼ିଯିବା ପର୍ଯ୍ୟନ୍ତ ପାଳି ରଖେ); କାକ Lit. rearing another) Crow.
|
| 3983 |
ଅନ୍ୟଭୃତ |
- Anyabhṛuta (ସଂ.ବି.) - (ଯେ ଅନ୍ୟଦ୍ୱାରା ଅର୍ଥାତ୍ କାକଦ୍ୱାରା ପିଲାଦିନେ ପୋଷା ଯାଏ; ଯାହାକୁ କାକ ପାଳେ); କୋକିଳ; କୋଇଲି -(Lit. reared by another) Indian cuckoo (as it is brought up by the crow)
|
| 3984 |
ଅନ୍ୟମତ |
- Anyamata (ସଂ.ବି.) - ଭିନ୍ନ ମତ Another opinion.
- ପୃଥକ୍ ମତ Separate opinion.
- (ସଂ.ବିଣ.) - (ବହୁବ୍ରୀହି) ବିଭିନ୍ନ ମତାନୁଚାରୀ; ଅନ୍ୟମତା-ବଲମ୍ବୀ Following another opinion.
- (ସଂ.କ୍ରି.ବିଣ.) - ଅନ୍ୟପ୍ରକାରେ Otherwise; in another way or mode.
|
| 3985 |
ଅନ୍ୟମତେ |
- Anyamate (ଦେ.କ୍ରି.ବିଣ.) - ଅନ୍ୟପ୍ରକାରେ Otherwise; in another manner.
|