| 3836 |
ଅନ୍ଦିସନ୍ଦି |
- Andisandi (ଦେ.ବି.) - ପ୍ରତ୍ୟେକ ଛୋଟ ଛୋଟ ଛିଦ୍ର ଓ କୋଣ Every minute hole or corner.
|
| 3837 |
ଅନ୍ଦୁ |
Also : [ ଅନ୍ଦୂ, ଅନ୍ଦୂକ, ଅନ୍ଦୁକ ]
- Andu (ସଂ.ବି.) - ହସ୍ତୀପଦ ବନ୍ଧନ ଶୃଙ୍ଖଳ; ହାତୀଶିକୁଳା Foot-chain for the elephants.
- ଶିକୁଳି ପରି ସ୍ତ୍ରୀ ପାଦଭୂଷଣବିଶେଷ A leg-ornament for females.
|
| 3838 |
ଅନ୍ଧ |
- Andha (ସଂ.ବିଣ.) - ଯାହାର ଦିଓଟିଯାକ ଚକ୍ଷୁ ନାହିଁ; ଚକ୍ଷୁହୀନ; ଦୃଷ୍ଟିଶକ୍ତି- ହୀନ Blind; stark-blind.
- ନିବିଡ଼ Dense.
- ନିବିଡ଼ ଅନ୍ଧକାରମୟ Dark; pitch dark.
- ଯାହା ସ୍ପଷ୍ଟ ଦେଖାଯାଏ ନାହିଁ Dim.
- (ସଂ.ବି.) - ଅନ୍ଧକାର Darkness.
- ଘନାନ୍ଧକାର Pitch darkness.
- ଜଳ Water.
- (ପୁଂ.) - ଅନ୍ଧମନୁଷ୍ୟ Blind man.
- ପାର୍ବତ୍ୟଜାତିବିଶେଷ Name of a hilly tribe.
- (ଦେ.ବିଣ.) - (ଗାଳି) ଅବୁଝାମଣା; ଅବିଚାରକ Unjust.
- ଆଖି ଥାଉଁ ଥାଉଁ ଯେ ଅନ୍ଧ ପରି କାର୍ଯ୍ୟ କରେ (a person) Who acts as if he has no eyes.
- (ସଂ.) - ଦୃଷ୍ଟିଶକ୍ତିହୀନ ହେବା To be blind.
|
| 3839 |
ଅନ୍ଧକ |
- Andhaka (ସଂ.ବି.) - ଅନ୍ଧ ଋଷିବିଶେଷ Name of a blind Sage. (ଏହାଙ୍କ ପୁଅକୁ ଦଶରଥ ଶବ୍ଦଭେଦୀ ବାଣରେ ମାରି ପକାଇବାରୁ ଋଷିଙ୍କ ଅଭିଶାପ ଫଳରେ ଦଶରଥ ମୃତ୍ୟୁକାଳରେ ପୁଅମାନଙ୍କୁ ଦେଖି ପାରିଲେ ନାହିଁ।)
- ରାକ୍ଷସବିଶେଷ A demon.
- ଯଦୁବଂଶୀୟ ରାଜାବିଶେଷ Name of a king of the family of J̄adu.
- ଅନ୍ଧକାର Darkness.
- ମହିଷାସୁରର ମନ୍ତ୍ରୀ ରକ୍ଷ ଭକ୍ଷକର ପଣନାତି The name of a minister of Mahishāsura and the great-grandson of Raksha bhakshaka.
|
| 3840 |
ଅନ୍ଧକରିପୁ |
- Andhakaripu (ସଂ.ବି.) - (ଅନ୍ଧକ ରାକ୍ଷସର ବଧକର୍ତ୍ତା) ଶିବ The God Ṡiba.
- (ଅନ୍ଧକ=ଅନ୍ଧକାର+ରିପୁ) ସୂର୍ଯ୍ୟ The sun.
|