| 3671 |
ଅନ୍ତଃପୁରଚାରୀ |
- Antaḥpurachārī (ସଂ.ବି.) - କଞ୍ଚୁକୀ; ଅନ୍ତଃପୁରରକ୍ଷକ ଭୃତ୍ୟ A servant serving in the harem.
- ଅନ୍ତଃପୁରଚାରିଣୀ - (ସ୍ତ୍ରୀ)
|
| 3672 |
ଅନ୍ତଃପୁରିକ |
- Antaḥpurika (ସଂ.ବି.) - ଅନ୍ତଃପୁରରକ୍ଷକ ଭୃତ୍ୟ A male servant; a keeper in charge of the harem.
|
| 3673 |
ଅନ୍ତଃସଂଜ୍ଞ |
- Antaḥsaṁj̄n̄a (ସଂ.ବିଣ.) - ଉପରେ ଜଣା ନ ପଡ଼ିଲେ ମଧ୍ୟ ଯାହାର ଅନ୍ତରରେ ଚୈତନ୍ୟ ବା ଜ୍ଞାନ ଥାଏ (ଯଥା - ବୃକ୍ଷ) Having inner consciousness
[ ଦ୍ର ] ସାର୍ ଜଗଦୀଶଚନ୍ଦ୍ର ବୋଷ ପରୀକ୍ଷାଦ୍ୱାରା ଦେଖାଇଅଛନ୍ତି ଯେ ଉଦ୍ଭିଦମାନେ ଅନ୍ତଃସଂଜ୍ଞ। ମନୁ ମଧ୍ୟ ଏହା ସ୍ୱୀକାର କରିଅଛନ୍ତି।
|
| 3674 |
ଅନ୍ତଃସତ୍ତ୍ବା |
- Antaḥsattwā (ସଂ.ବିଣ.) - (ଯାହା ଅନ୍ତରରେ ପ୍ରାଣୀ ବିଦ୍ୟମାନ ଥାଏ) ଗର୍ଭିଣୀ; ଗର୍ଭବତୀ Big with child; prenant
|
| 3675 |
ଅନ୍ତଃସଲିଳ |
- Antaḥsaliḻa (ସଂ.ବିଣ.) - ଯାହା ଭିତରେ ଜଳ ଥାଏ Having water under the surface.
|