Language Section

 

 

 

 

 

 

Dictionary : View_page

ID Main Word Content
3666 ଅନ୍ତଃକୁଟିଳ

Also : [ ଅନ୍ଥଃକପଟୀ, ଅନ୍ତକୁଟିଳ 

  1. Antaḥkuṭiḻa (ସଂ.ବିଣ.) - କପଟୀ Hypocritical.
  2. ବକ୍ରାନ୍ତଃକରଣ Crooked; of crooked mind.
  3. ଅସରଳ One who is not frank.
  4. (ସଂ.ବି.) - ଶଙ୍ଖ Conch-shell (with convolution)
  • ଅନ୍ତଃକୁଟିଳା - (ସ୍ତ୍ରୀ) 
3667 ଅନ୍ତଃପାତୀ
  1. Antaḥpātī (ସଂ.ବିଣ.) - ମଧ୍ୟଗତ; ଅନ୍ତର୍ଗତ; ଅନ୍ତର୍ବର୍ତ୍ତୀ Falling under; situated in; comprised in.
3668 ଅନ୍ତଃପୁଟ
  1. Antaḥpuṭa (ସଂ.ବି.) - ଅନ୍ତପୁଟି; ଉଦରସ୍ଥ ନାଡ଼ୀପଟଳ Entrails.
3669 ଅନ୍ତଃପୁର

Also : [ ଅନ୍ତପୁର ]

  1. Antaḥpura (ସଂ.ବି.) - ଅବରୋଧ; ଅନ୍ଦରମହଲ; ସ୍ତ୍ରୀ ଲୋକଙ୍କ ଚଳାଚଳ ହେବା ଗୃହର ଅନ୍ତର୍ବର୍ତ୍ତୀ ଅଞ୍ଚଳ Female apartment; harem; seraglio.
3670 ଅନ୍ତଃପୁରଚର
  1. Antaḥpurachara (ସଂ.ବି.) - କଞ୍ଚୁକୀ; ଅନ୍ତଃପୁରରକ୍ଷକ ଭୃତ୍ୟ  A servant serving in the harem.
  • ଅନ୍ତଃପୁରଚାରିକା - (ସ୍ତ୍ରୀ)
Page 734 of 845



expoodisha.com

 

Other Dictionary