Language Section

 

 

 

 

 

 

Dictionary : View_page

ID Main Word Content
3656 ଅନୋମା

Category : [ Name ]

  1. Anomā (ଦେ.ବି.) - (ନାମ)  ନଦୀବିଶେଷ; ଏହା କପିଳବାସ୍ତୁର ସୀମାନ୍ତରେ ଥିଲା; ଏହା କୂଳରେ ସିଦ୍ଧାର୍ଥ ସନ୍ନ୍ୟାସବ୍ରତ ଅବଲମ୍ବନ କରିଥିଲେ The name of a river situated near Kapiḻabāstu;. On the bank of this river Siddhārtha renounced the world.
3657 ଅନୋଳି

Also : [ ଅନଓଳି, ଅନଉଳି ]

  1. Anoḻi (ଗ୍ରା.ବି.ବିଣ.) - ଅନ୍ନ ଛଡ଼ା ଅନ୍ୟ ଖାଦ୍ୟ (ଦ୍ରବ୍ୟ); ଶୀତଳ (ସାମଗ୍ରୀ); ନିଶଙ୍ଖୁଡ଼ି; ଅରନ୍ଧା (ଖାଦ୍ୟ) Uncooked (food).
  2. (ଦେ.ବି.) - ଅରନ୍ଧା (ଅପକ୍ବ ଖାଦ୍ୟ ଦ୍ରବ୍ୟ) Uncooked food.
  • ଶଙ୍ଖୁଡ଼ି - (ବି)
3658 ଅନୌଚିତ୍ୟ

Also : [ ଅନୌଚିତି ] 

  1. Ana̲u̲chitya (ସଂ.ବି.) - ବେଠିକଣା; ମର୍ଯ୍ୟାଦାତିକ୍ରମ Impropriety; improper conduct.
3659 ଅନୌପମ୍ୟ
  1. Ana̲u̲pamya (ସଂ.ବିଣ.) - ଯାହାର ଅନ୍ୟ ଉପମା ନାହିଁ Incomparable.
  2. ଆତ୍ମରୂପ Resembling one's self only.
  3. ଅନୁପମେୟ Matchless.
3660 ଅନୌଳି

Also : [ ଅନଓଳି, ଅନଉଳି, ଅନୋଳି ]

  1. Ana̲u̲ḻi (ଦେ.ବିଣ.) - ଅନ୍ନ ଛଡ଼ା ଅନ୍ୟ ଖାଦ୍ୟ (ଦ୍ରବ୍ୟ); ଶୀତଳ (ସାମଗ୍ରୀ); ନିଶଙ୍ଖୁଡ଼ି; ଅରନ୍ଧା (ଖାଦ୍ୟ) Uncooked (food).
  2. (ଦେ.ବି.) - ଅରନ୍ଧା (ଅପକ୍ବ ଖାଦ୍ୟ ଦ୍ରବ୍ୟ) Uncooked food.
  • ଶଙ୍ଖୁଡ଼ି - (ବି)
Page 732 of 845



expoodisha.com

 

Other Dictionary