Odia Dictionary


Back

ଅନଉଳି

Also : [ ଅନଓଳି ]




  1. Anauḻi (ଦେ.ବିଣ.) - ଅନ୍ନ ଛଡ଼ା ଅନ୍ୟ ଖାଦ୍ୟ (ଦ୍ରବ୍ୟ); ଶୀତଳ (ସାମଗ୍ରୀ); ନିଶଙ୍ଖୁଡ଼ି; ଅରନ୍ଧା (ଖାଦ୍ୟ) Uncooked (food).

  2. (ଦେ.ବି.) - ଅରନ୍ଧା (ଅପକ୍ବ ଖାଦ୍ୟ ଦ୍ରବ୍ୟ) Uncooked food.