| 3311 |
ଅନୁକ୍ରମେ |
- Anukarme (ଗ୍ରା.କ୍ରି.ବିଣ.) - ଅନୁସାରେ; ଅନୁକ୍ରମେ According to.
- ଧାରାବାହିକରୂପେ Serially.
- ଧାରାବାହିକା ଭାବରେ Serially; in a series.
- ଗୋଟିଏ ପରେ ଅନ୍ୟଟି; ଏହି ରୁପ ନିୟମରେ In a regular succession.
- ଅନୁସାରେ According to.
|
| 3312 |
ଅନୁକର୍ଷ |
Also : [ ଅନୁକର୍ଷଣ ]
- Anukarsha (ସଂ.ବି.) - ଅଧଃସ୍ଥିତ ଯେଉଁ କାଠ ଦ୍ୱାରା ଗାଡ଼ି ବା ରଥ ଟଣାଯାଏ The shaft of a car or a carriage.
- ନିମ୍ନରୁ ଆକର୍ଷଣ Attraction from below.
- (ନ୍ୟାୟ ଓ ବ୍ୟାକରଣ) (metaphysics & grammar) Repetition of a word used in a previous aphorism in a subsequent proposition.
|
| 3313 |
ଅନୁକଳ୍ପ |
- Anukaḻpa (ସଂ.ବି.) - ପ୍ରତିନିଧି Representative.
- ପ୍ରଧାନ ବିଧିର ଆନୁସଙ୍ଗିକ ବିଧି; ଗୌଣବିଧି A secondary injunction; immaterial rules.
|
| 3314 |
ଅନୁକାମୀନ |
- Anukāmīna (ସଂ.ବିଣ.) - ସ୍ୱେଚ୍ଛାଚାରୀ; ସ୍ୱେଚ୍ଛାବିହାରୀ Arbitrary; self-willed.
|
| 3315 |
ଅନୁକାର |
- Anukāra (ସଂ.ବି.) - ସମତା Similarity.
- ଐକ୍ୟ Resemblance.
- ଅନୁକରଣ Copying; imitation.
|