Language Section

 

 

 

 

 

 

Dictionary : View_page

ID Main Word Content
3321 ଅନୁକୂଳ ବିରାଡ଼ି

Also : [ ଅନକୂଳ ବିରାଡ଼ି ]

  1. Anukūḻa birāṟḍ̠i (ଗ୍ରା.ବି.) - ଅମଙ୍ଗୁଳିଆ; କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲାବେଳେ ବା ଯାତ୍ରାରମ୍ଭ କଲାବେଳେ ଯେଉଁ ବ୍ୟକ୍ତିର ମୁହଁ ଚାହିଁବା ଅଶୁଭଜନକ ବୋଲି ଲୋକେ ବିଶ୍ୱାସ କରନ୍ତି  An inauspicious person; a person with an evil reputation to the effect that if his face be seen by a person starting on a mission, the mission will end in failure.

 [ ଦ୍ର ]  ପ୍ରବାଦ ଅଛି ଯେ ଅନୂକୁଳ କରିବା ସମୟରେ ବିରାଡ଼ି ଖୁଆଖୋଇ ହେଲେ ଅଶୁଭ ଫଳ ଘଟେ, ଏହି ପ୍ରବାଦ ବା ଲୋକ ବିଶ୍ୱାସରୁ ଏ ଶବ୍ଦର ବ୍ୟବହାର।]

3322 ଅନୁକୂଳା
  1. Anukūḻā (ସଂ.ବିଣ.) - ଅନୁକୂଳର ସ୍ତ୍ରୀଲିଙ୍କ Feminine of Anukūḻa.
  2. ବୃକ୍ଷବିଶେଷ Croton Polyandrum.
  3. ଛନ୍ଦବିଶେଷ Name of a metre.
3323 ଅନୁକୃତ
  1. Anukṛuta (ସଂ.ବିଣ.) - ଯାହା ଅନ୍ୟର ଅନୁକରଣରେ କରାଯାଏ  Imitated; copied.
3324 ଅନୁକୃତି

Also : [ ଅନୁକରଣ ]

  1. Anukṛuti (ସଂ.ବି.) -  ସଦୃଶୀକରଣ; ପ୍ରତିରୂପକରଣ; ନକଲ କରିବା Copying.
  2. ଅନ୍ୟର କାର୍ଯ୍ୟ ଦେଖି ସେହିପରି କରିବା Imitation.
  • ଅନୁକୃତ/ଅନୁକରଣୀୟ - (ବିଣ.)
3325 ଅନୁକ୍ତ
  1. Anukta (ସଂ.ବିଣ.) - ଅକଥିତ Unspoken.
  2. ଅନୁଚ୍ଚାରିତ Unuttered.
Page 665 of 687



expoodisha.com

 

Other Dictionary