| 3306 |
ଅନୁକଥନ |
- Anukathana (ସଂ.ବି.) - କଥୋପକଥନ; ପରସ୍ପର କଥାବାର୍ତ୍ତା Conversation; discussion; mutual talk.
|
| 3307 |
ଅନୁକମ୍ପା |
- Anukampā (ସଂ.ବି.) - ଦୟା; ସହାନୁଭୂତି Kind feeling for others; sympathy.
- ପରର ଦୁଃଖ ବା ସୁଖରେ ମମତା Commiseration.
- କରୁଣା Pity; compassion.
- (ଦେ.ବି.) - ସ୍ନେହ Love; affection.
|
| 3308 |
ଅନୁକମ୍ପ୍ୟ |
- Anukampya (ସଂ.ବିଣ.) - ଅନୁକମ୍ପାର ଯୋଗ୍ୟ; ଅନୁଗ୍ରାହ୍ୟ; କୃପାରପାତ୍ର Pitiable.
|
| 3309 |
ଅନୁକରଣ |
- Anukaraṇa (ସଂ.ବି.) - ସଦୃଶୀକରଣ; ପ୍ରତିରୂପକରଣ; ନକଲ କରିବା Copying.
- ଅନ୍ୟର କାର୍ଯ୍ୟ ଦେଖି ସେହିପରି କରିବା Imitation.
|
| 3310 |
ଅନୁକରିବା |
- Anukaribā (ଦେ.ପଦ୍ୟ..ବି.) - ଅନୁକରଣ କରିବା To imitate.
|