Language Section

 

 

 

 

 

 

Dictionary : View_page

ID Main Word Content
2946 ଅନବଲମ୍ବ
  1. Anabalamba (ସଂ.ବିଣ.) - ଅବଲମ୍ବହୀନ; ଯାହାର ଢିରା ନାହିଁ Having no support or prop.
  2. ନିରାଶ୍ରୟ Helpless.
  3. ସ୍ୱାଧୀନ Independent.
  4. ବେକାର Having no employment; unemployed.
  • ଅନବଲମ୍ବା - (ସ୍ତ୍ରୀ)
2947 ଅନବଲମ୍ବନ
  1. Anabalambana (ସଂ.ବିଣ.) - ଅବଲମ୍ବହୀନ; ଯାହାର ଢିରା ନାହିଁ Having no support
  2. ଅବଲମ୍ବନର ଅଭାବ Want of support.
  3. ସ୍ୱାଧୀନତା Independence
  • ଅନବଲମ୍ବନା - (ସ୍ତ୍ରୀ)
2948 ଅନବଲୋଭନ
  1. Anabalovana (ସଂ.ବି.) - କର୍ତ୍ତବ୍ୟସଂସ୍କାର ବା ଉତ୍ସବବିଶେଷ (ଗର୍ଭସ୍ରାବ (ଗର୍ଭପାତ)ର ଆଶଙ୍କା ରହିତ କରିବା ଏ ଉତ୍ସବର ଉଦ୍ଦେଶ୍ୟ) Name of a ceremony observed by pregnant woman to prevent miscarriage.
  2. ଉପରୋକ୍ତ ଉତ୍ସବର ବିବରଣ ଲେଖାଥିବା ଉପନିଷଦର ଅଧ୍ୟାୟ Name of a chapter of the Upanishad dealing with the above ceremony.
2949 ଅନବସର

Also : [ ଅଣସର, ଅନବକାଶ ]

  1. Anabasara (ସଂ.ବି.) - ଅବକାଶର ଅଭାବ Want of leisure.
  2. (ସଂ.ବିଣ.) - ଯାହାର ଫୁରସେତ୍ (ଫୁର୍‌ସତ୍‌) ନ ଥାଏ Having no leisure.
  3. ଯେଉଁ ସମୟରେ ଯାତ୍ରୀମାନଙ୍କୁ ଦର୍ଶନ ଦେବାପାଇଁ ଜଗନ୍ନାଥଙ୍କୁ ଅବସର ନ ଥାଏ) ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ କାଳ; ଆଷାଢ଼ କୃଷ୍ଣ ପ୍ରତିପଦଠାରୁ ପନ୍ଦର ଦିନ କାଳ  The dark fortnight of the month of Āshāṟḍ̠ẖa when pilgrims can not see the three idols at Puri.
  • ଅନବସରା - (ସ୍ତ୍ରୀ)
2950 ଅନବସିତ
  1. Anabasita (ସଂ.ବି.) - ତ୍ରିଷ୍ଟୁଭ୍ ଛନ୍ଦ ବିଶେଷ, ଏଥିର ପ୍ରତି ଚରଣରେ ୧୧ ପଦ ଥାଏ A kind of Sanscrit metre of four lines with eleven feet to eac.
  2. (ସଂ.ବିଣ.) - ଯାହା ଶେଷ ହୋଇ ନାହିଁ Not terminated.
Page 590 of 605



expoodisha.com

 

Other Dictionary