Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅନବକାଶ
Anabakāṡa
(ସଂ.ବି.)
-
ଅବକାଶର ଅଭାବ Want of leisure.
(ସଂ.ବିଣ.)
-
ଯାହାର ଫୁରସେତ୍ (ଫୁର୍ସତ୍) ନ ଥାଏ Having no leisure.
ଯାହାର ସୁବିଧା ବା ସୁଯୋଗ ନାହିଁ Having no opportunity or occasion.
ଅପ୍ରଯୁଜ୍ୟ Inapplicable.
ଅନବକାଶା - (ସ୍ତ୍ରୀ)