Language Section

 

 

 

 

 

 

Dictionary : View_page

ID Main Word Content
2936 ଅନଫା
  1. Anaphā (ସଂ.ବି.) - (ଗ୍ରୀକ୍‌ ଭାଷାରୁ ଆନୀତ) ଜ୍ୟୋତିଷୋକ୍ତ ଯୋଗବିଶେଷ (Astronomy) A particular configuration of planets.
2937 ଅନବକାଶ
  1. Anabakāṡa (ସଂ.ବି.) - ଅବକାଶର ଅଭାବ Want of leisure.
  2. (ସଂ.ବିଣ.) - ଯାହାର ଫୁରସେତ୍ (ଫୁର୍‌ସତ୍‌) ନ ଥାଏ Having no leisure.
  3. ଯାହାର ସୁବିଧା ବା ସୁଯୋଗ ନାହିଁ Having no opportunity or occasion.
  4. ଅପ୍ରଯୁଜ୍ୟ Inapplicable.
  • ଅନବକାଶା - (ସ୍ତ୍ରୀ)
2938 ଅନବଚ୍ଛିନ୍ନ
  1. Anabachchhinna (ସଂ.ବିଣ.) - ଧାରାବାହିକ Continuous.
  2. ଅବିଶ୍ରାନ୍ତ Uninterrupted.
  3. ଯାହା ରେଖାଆଦି ଦ୍ୱାରା ଛେଦିତ ହୋଇ ନାହିଁ Unintersected.
  4. ଅତ୍ୟଧିକ; ବେଜାୟ୍ Immoderate. (ଯଥା - ଅନବଚ୍ଛିନ୍ନ ହାସ)
  5. ସୀମାହୀନ Unbounded.
  • ଅନବଚ୍ଛିନ୍ନତା - (ସ୍ତ୍ରୀ)
2939 ଅନବଦ୍ୟ
  1. Anabadya (ସଂ.ବିଣ.) - ନିର୍ଦ୍ଦୋଷ Faultless.
  2. ଯାହା ସମ୍ବନ୍ଧେ ଆପତ୍ତି କରା ଯାଇ ନ ପାରେ Unobjectinable.
  3. ଅନିନ୍ଦ୍ୟ Irreproachable.
  • (ବି.) - ଅନବଦ୍ୟତା, ଅନବଦ୍ୟତ୍ୱ
2940 ଅନବଦ୍ୟା
  1. Anabadyā (ସଂ.ବିଣ.) - ଅନବଦ୍ୟର ସ୍ତ୍ରୀଲିଙ୍ଗ  Feminine of anabadya.
  2. (ସଂ.ବି.) - ଜଣେ ଅପ୍ସରା (ଅପ୍‌ସରା) Name of one of the Apsarās.
Page 588 of 605



expoodisha.com

 

Other Dictionary