Language Section

 

 

 

 

 

 

Dictionary : View_page

ID Main Word Content
2886 ଅନନ୍ତଶକ୍ତି
  1. Anantaṡakti  (ସଂ.ବିଣ.)ମହାଶକ୍ତିଶାଳୀ  Omnipotent.
2887 ଅନନ୍ତଶୟନ
  1. Anantaṡayana  (ସଂ.ବି.)ମହାପ୍ରଳୟକାଳରେ ବିଷ୍ଣୁଙ୍କର ଅନନ୍ତ ବା ଶେଷନାଗ ଉପରେ ଶୟନ The sleeping of Bishṇu on the Ananta serpent during the great deluge.
  2. ତ୍ରିବାଙ୍କୋଡ଼ Travancore.
  3. ଶ୍ରୀରଙ୍ଗପତ୍ତନ Ṡrīraṅgapattana.
2888 ଅନନ୍ତଶଯ୍ୟା
  1. Anantaṡaj̄yā (ସଂ.ବି.) - (ଶଯ୍ୟା ରୂପେ ବ୍ୟବହୃତ ଅନନ୍ତନାଗ)  ମହାପ୍ରଳୟକାଳରେ ଅନନ୍ତନାଗ ଉପରେ ବିଷ୍ଣୁଙ୍କ ରଚିତ ଶଯ୍ୟା The bed of Bishṇu on the Ananta serpent at the great deluge.
2889 ଅନନ୍ତଶାୟୀ
  1. Anantaṡāyī (ସଂ.ବି.)ପ୍ରଳୟକାଳରେ ଅନନ୍ତନାଗ ଉପରେ ଶୟନକରିଥିବା ବିଷ୍ଣୁ An epithet of Bishṇu.
2890 ଅନନ୍ତଶୀର୍ଷ
  1. Anantaṡīrsha (ସଂ.ବି.)ବାସୁକୀ; ଶେଷନାଗ The thousand-headed sepent king.
  2. ବିଷ୍ଣୁ Bishṇu.
  3. (ସଂ.ବିଣ.) - ବହୁଶିରଯୁକ୍ତ Having countless heads.
Page 578 of 605



expoodisha.com

 

Other Dictionary