Language Section

 

 

 

 

 

 

Dictionary : View_page

ID Main Word Content
2881 ଅନନ୍ତମୂଳ

Category : [ Plants ]

  1. Anantamu̲ḻa (ଦେ.ବି.)ଚେମିଡ଼ିଲଇ ମୂଳ The root of Hemidesmus Indicus.
2882 ଅନନ୍ତଯୁଗ
  1. Anantaj̄uga (ଦେ.ବି.)କଳିଯୁଗ The Kaḻi age.
2883 ଅନନ୍ତର
  1. Anantara (ସଂ.ଅ.)ଅବ୍ୟବହିତ ପରେ Immediately after.
  2. ପରେ; ପଶ୍ଚାତ୍ After wards.
  3. ତଦନନ୍ତର; ତହିଁପରେ Thereafter; thereupon.
  4. (ସଂ.ବିଣ.) - ପଶ୍ଚାଦ୍ବର୍ତ୍ତୀ Situated behind.
  5. ପରବର୍ତ୍ତୀ Subsequent; following.
  6. ନିକଟବର୍ତ୍ତୀ Adjacent.
  7. ଲାଗିଥିବା Contiguous.
  8. ଧାରାବାହିକ Uninterrupted; continuous.
  9. ନିମ୍ନତର; ନୀଚତର  Lower.
  10. ଘନ Compact; close.
  11. ନିମ୍ନତର ଜାତୀୟ Of lower caste.
  12. (ସଂ.ବି.)ପ୍ରତିବାସୀ ପ୍ରତିଦ୍ୱନ୍ଦୀ ବ୍ୟକ୍ତି A neighbouring rival.
  13. ନିକଟବର୍ତ୍ତିତା Contiguousness.
  14. ବ୍ରହ୍ମ The Supreme Soul.
  • ଅନନ୍ତରା - (ସ୍ତ୍ରୀ)
2884 ଅନନ୍ତରଜ
  1. Anantaraja (ସଂ.ବି.)ଅନୁଜ; କନିଷ୍ଠ ଭ୍ରାତା The younger brother; the after born.
  2. ନୀଚତରଜାତୀୟା ସ୍ତ୍ରୀ ଗର୍ଭରୁ ବ୍ରାହ୍ମଣ ବା କ୍ଷତ୍ରିୟ ପୁରୁଷ  ଔରସଜାତ ସନ୍ତାନ A son born of a Brāhmaṇa or Kshatriya father and a mother of lower caste.
  • ଅନନ୍ତରଜା - (ସ୍ତ୍ରୀ)
2885 ଅନନ୍ତରଜାତ
  1. Anantarajāta (ସଂ.ବି.)ନୀଚତରଜାତୀୟା ସ୍ତ୍ରୀ ଗର୍ଭରୁ ବ୍ରାହ୍ମଣ ବା କ୍ଷତ୍ରିୟ ପୁରୁଷ  ଔରସଜାତ ସନ୍ତାନ A son born of a Brāhmaṇa or Kshatriya father and a mother of lower caste.
  2. (ସଂ.ବି.)ଅନୁଜ; କନିଷ୍ଠ ଭ୍ରାତା The younger brother; the after born.
  • ଅନନ୍ତରଜାତା - (ସ୍ତ୍ରୀ)

 [ ଦ୍ର ]  ବ୍ରାହ୍ମଣ ଔରସରେ ଅନନ୍ତରଜାତ ସୁତ ନିନ୍ଦିତ ବା ପତିତ ଅଟନ୍ତି - ମନୁ, 10/7]

Page 577 of 605



expoodisha.com

 

Other Dictionary