| 2871 |
ଅନନ୍ତବର୍ମ ଚୋଡ଼ଗଙ୍ଗ ଦେବ |
Category : [ Name ]
- Anantabarma choṟḍ̠agaṅga Deba (ଦେ.ବି.) - ଉତ୍କଳର ଗଙ୍ଗବଂଶର ପ୍ରତିଷ୍ଠାତା Name of the founder of the Gaṅga dynasty of Utkaḻa.
|
| 2872 |
ଅନନ୍ତବାଜି |
Category : [ Plants ]
- Anantabāji (ଦେ.ବି.) - ବାଲିରେ ଜନ୍ମିବା ବୁଦାଳିଆ ଶାକବିଶେଷ A shrubby potherb microrrhychus aspliline- folius (Haines)
|
| 2873 |
ଅନନ୍ତବିକ୍ରମୀ |
- Anantabikramī (ଦେ.ବି.) - ଜନୈକ ବୋଧିସତ୍ତ୍ୱ Name of one of the Bodhisattwas
|
| 2874 |
ଅନନ୍ତବିଜୟ |
- Anantabijaya (ସଂ.ବି.) - (ଯାହାର ଧ୍ୱନିଦ୍ୱାରା ଅନନ୍ତ ବା ବିଷ୍ଣୁ ବଶୀଭୂତ ହୁଅନ୍ତି) ଯୁଧିଷ୍ଠିରଙ୍କ ଶଙ୍ଖ The conch blown by j̄udhishṭhira.
- ଶ୍ରେଷ୍ଠ ଶଙ୍ଖ (ଯେଉଁ ଶଙ୍ଖ ଅଗଣିତ ଲୋକଙ୍କୁ ବଶୀଭୂତ କରେ) An excellent conch.
|
| 2875 |
ଅନନ୍ତବୀର୍ଯ୍ୟ |
- Anantabīrj̄ya (ସଂ.ବିଣ.) - ପ୍ରବଳ ପରାକ୍ରମଶୀଳ Mighty.
- (ଦେ.ବି.) - ଭବିଷ୍ୟତ୍ ଯୁଗର ତ୍ରୟୋବିଂଶ ଜୈନ ଅର୍ହତ Name of the twenty-third Ja̲i̱na sage of a future age.
|