Language Section

 

 

 

 

 

 

Dictionary : View_page

ID Main Word Content
2866 ଅନନ୍ତଦୈବଜ୍ଞ
  1. Anantada̲i̱bajn̄a (ଦେ.ବି.) - ଶକାଦ୍ଦ ପଞ୍ଚଦଶ ଶତାବ୍ଦୀର କରଣଗ୍ରନ୍ଥ ରଚୟିତା ଜ୍ୟୋତିଷୀ Name of an astromical author.
2867 ଅନନ୍ତନେମୀ

Category : [ Name ]

  1. Anantanemī (ସଂ.ବି.)ଶାକ୍ୟମୁନିଙ୍କ ସମସାମୟିକ ମାଳବର ଜଣେ ରାଜା— Name of a king of Māḻaba, a contemporary of Ṡākyamuni.
2868 ଅନନ୍ତ ପୁରୁଷୋତ୍ତମ

Also : [ ଅନନ୍ତ ବାସୁଦେବ ]

  1. Anantapurushottama (ଦେ.ବି.)ଭୁବନେଶ୍ୱର ବିନ୍ଦୁସାଗର ପୂର୍ବକୂଳରେ ଥିବା ମନ୍ଦିରରେ ବିଷ୍ଣୁମୂର୍ତ୍ତି  Name of an image of Bishṇu in a temple on the eastern bank of the Bindusāgara tank at Bhubaneṡwara.
2869 ଅନନ୍ତ ବାସୁଦେବ

Also : [ ଅନନ୍ତ ପୁରୁଷୋତ୍ତମ ]

  1. Ananta basudeba (ଦେ.ବି.)ଭୁବନେଶ୍ୱର ବିନ୍ଦୁସାଗର ପୂର୍ବକୂଳରେ ଥିବା ମନ୍ଦିରରେ ବିଷ୍ଣୁମୂର୍ତ୍ତି  Name of an image of Bishṇu in a temple on the eastern bank of the Bindusāgara tank at Bhubaneṡwara.
2870 ଅନନ୍ତବର୍ମ
  1. Anantabarma (ଦେ.ବି.)ଉତ୍କଳର ଗଙ୍ଗବଂଶୀୟ ରାଜାମାନଙ୍କର ଉପାଧି  A title assumed by the Rājās of the Gaṇga dynasty of Utkaḻa.
Page 574 of 605



expoodisha.com

 

Other Dictionary