| 2836 |
ଅନଦ୍ୟ |
Category : [ Spice ]
- Anadya (ସଂ.ବି.) - ଶ୍ୱେତ ସର୍ଷପ; ଧଳା ସୋରିଷ white rye.
|
| 2837 |
ଅନଦ୍ୟତନ |
- Anadyatana (ସଂ.ବିଣ.) - ଯାହା ଆଜିର ନୁହେଁ Not of today.
- (ବ୍ୟାକରଣ) - ଆଜି ଘଟି ନ ଥିବା ଭୂତକାଳ ବା ଆଜି ନ ଘଟିବା ଭବିଷ୍ୟତ୍ କାଳ (Grammar) Past or future tense which does not relate to events of today.
|
| 2838 |
ଅନଧିକ |
- Anadhika (ସଂ.ବିଣ.) - ଅଳ୍ପ; ସାମାନ୍ୟ Little; Slight.
- (ବହୁବ୍ରୀହି; ଯାହାଠାରୁ ଅଧିକ କେହି ନାହିଁ) ଯାହାଠାରୁ କେହି ଉତ୍କୃଷ୍ଟ ନାହିଁ Not superior.
- ଅସୀମ Boundless.
- ସମ୍ପୂର୍ଣ୍ଣ; ସମଗ୍ର Perfect.
- ଯାହା ବଢ଼ାଯାଇ ନ ପାରେ Incapable of being increased.
- ଯାହାକୁ କେହି ବଳି ଯାଇ ପାରିବ ନାହିଁ Not to be excelled.
|
| 2839 |
ଅନଧିକାର |
- Anadhikāra (ସଂ.ବିଣ.) - ଅଧିକାର ବା କ୍ଷମତାର ଅଭାବ Absence of authority.
- ଦଖଲର ଅଭାବ Want of Possession.
- ସ୍ୱତ୍ୱର ଅଭାବ Want of title.
- (ସଂ.ବିଣ.) - ଅଧିକାରହୀନ Having no authority or possession.
|
| 2840 |
ଅନଧିକାରଚର୍ଚ୍ଚା |
- Anadhikāracharchchā (ସଂ.ବି.) - ଅଧିକାର ବା ଅଭିଜ୍ଞତା ନ ଥିବା ବିଷୟରେ ଚର୍ଚ୍ଚା ବା ଆଲୋଚନା Dealing with a matter in which one has no experience.
- ବିନା ସମ୍ପର୍କରେ ଆଲୋଚନା Officiousness.
- ବଳେ ପଶି ପର ବିଷୟର ଚର୍ଚ୍ଚା Unjustificable interference; intermeddling with the affairs of others.
|