| 2826 |
ଅନତିବିଳମ୍ବିତା |
- Anatibiḻambitā (ସଂ.ବିଣ.) - ବିଳମ୍ବର ଅଭାବ; ଡେରି ନ ହେବା Absence of delay (Apte).
- ବାଗ୍ମିତା; ଗଡ଼ ଗଡ଼ କରି ବକ୍ତୃତା କରିବା ଶକ୍ତି; ବକ୍ତାର ଗୁଣବିଶେଷ Fluency as a speaker's qualification.
|
| 2827 |
ଅନତିବିଳମ୍ବେ |
- Anantibiḻambe (ସଂ.କ୍ରି.ବିଣ.) - ବେଶି ବିଳମ୍ବ ନ କରି Without much delay.
- ଅବିଳମ୍ବେ; ଅତିଶୀଘ୍ର Shortly after.
|
| 2828 |
ଅନତିବ୍ୟାଧ୍ୟ |
Anatibyādhya (ସଂ.ବିଣ.) - ଯାହା ଫୁଟି ଯାଇ ପାରେ ନାହିଁ Invulnerable.
|
| 2829 |
ଅନତିଭଙ୍ଗୁର |
- Anatibhaṅgura (ସଂ.ବିଣ.) - ଯାହା ଅତି ମସ୍କା ନୁହେଁ Not very fragile.
- ଯାହା ଅତି ଭଙ୍ଗୁର ନୁହେଁ Not very brittle.
|
| 2830 |
ଅନତିଭୋଗ |
- Anatibhoga (ସଂ.ବି.) - ସାମାନ୍ୟ ବ୍ୟବହାର Moderate use or enjoyment.
|