Language Section

 

 

 

 

 

 

Dictionary : View_page

ID Main Word Content
2816 ଅନତିକ୍ରମ

Also : [ ଅନତିକ୍ରମଣ, ଅନତିବର୍ତ୍ତନ ]

  1. Anatikrama (ସଂ.ବି.)ଅଲଙ୍ଘନ Not passing over; not transgressing.
  2. ସମତା; ସମସ୍ୟା Moderation.
  3. ଅନିବର୍ତ୍ତନ Non-return.
  4. ଔଚିତ୍ୟ Propriety.
  5. (ଆଦେଶ ଆଦି) ମାନିବା Obeying.
2817 ଅନତିକ୍ରମଣୀୟ

Also : [ ଅନତିକ୍ରମ୍ୟ ]

  1. Anatikramaṇīya (ସଂ.ବିଣ.) - ଯାହା ଲଙ୍ଘନ କରାଯାଇ ନ ପାରେ Which cannot be passed over or transgressed.
  2. ଅବଶ୍ୟ ପାଳନୀୟ Inviolable.
  3. ଯାହାକୁ କେହି ପାରି ହୋଇ ନ ପାରେ Not to be crossed; uncrossable.
  4. ଯାହାକୁ ଏଡ଼ି ଦିଆ ଯାଇ ନ ପାରେ Unavoidable.
2818 ଅନତିକ୍ରାନ୍ତ
  1. Anatikrānta (ସଂ.ବିଣ.)ଯାହାକୁ କେହି ପାରି ହୋଇ ନାହିଁ Not crossed beforehand.
  2. ଯାହାକୁ କେହି ଲଙ୍ଘି ନାହିଁ Not violated or trangressed.
2819 ଅନତିକ୍ରୁଦ୍ଧ
  1. Anatikruddha (ସଂ.ବିଣ.) - ଯେ ବିଶେଷ ରାଗି ନାହିଁ; ସାମାନ୍ୟରେ କ୍ରୁଦ୍ଧ Not very angry; moderately indignant.
2820 ଅନତିଦୀର୍ଘ
  1. Antidītgha (ସଂ.ବିଣ.) - ଯାହା ଅତି ଲମ୍ବ ନୁହେ  Not very long.
  2. କ୍ଷୁଦ୍ରାୟତନବିଶିଷ୍ଟ Of small size.
  3. ଯେ ବେଶି ଡେଙ୍ଗା ନୁହେଁ Not very tall.
Page 564 of 605



expoodisha.com

 

Other Dictionary