Language Section

 

 

 

 

 

 

Dictionary : View_page

ID Main Word Content
2821 ଅନତିଦୂର
  1. Anatidūra (ସଂ.ବିଣ.)ଅଦୂରବର୍ତ୍ତୀ  Not very far.
  • ଅନତିନିକଟ (ବିପରୀତ)
2822 ଅନତିଦୃଶ୍ୟ
  1. Anatidṛuṡya (ସଂ.ବିଣ.)ଅସ୍ୱଚ୍ଛ; ଯାହା ଭିତର ଦେଇ ଦେଖାଯାଏ ନାହିଁ Not transperent; opaque. 
2823 ଅନତିଦ୍ଭୁତ
  1. Anatidbhuta (ସଂ.ବିଣ.)(ବୈଦିକ) ଯାହାକୁ କେହି ବଳି ନାହିଁ Usurpassed.
  2. ପ୍ରକୃତ Real.
  3. ଉଚିତ Proper.
2824 ଅନତିପକ୍ବ
  1. Anatipakwa (ସଂ.ବିଣ.)ଯାହା ଅତି ପାଚି ଯାଇ ନାହିଁ  Not very ripe.

 [ ଦ୍ର ]  ଏହିପରି ଅନତି ଶବ୍ଦଯୁକ୍ତ ଅନେକ ଶବ୍ଦ ସଂସ୍କୃତରେ ଓ ଭାଷାରେ ବ୍ୟବହୃତ ହୁଏ। ଯଥା - ଅନତିକ୍ଲେଶ, ଅନତିପ୍ରୌଢ଼, ଅନତିପରିପୁଷ୍ଟ, ଅନତିପରିଷ୍ଫୁଟ, ଅନତିଗର୍ବିତ, ଅନତିବୃଦ୍ଧ, ଅନତିବିସ୍ତୁତ, ଅନତିଭଙ୍ଗୁର, ଅନତିଭୋଗ, ଅନତିଯତ୍ନ, ଅନତିରିକ୍ତ, ଅନତିସିଦ୍ଧ।

2825 ଅନତିବିଳମ୍ବ
  1. Anatibiḻamba (ସଂ.ବିଣ.) - ଅତି ବିଳମ୍ବ ବା ଡେରି ନ ହେବା Not much delay.
Page 565 of 605



expoodisha.com

 

Other Dictionary