| 2356 |
ଅଦ୍ରା |
- Adrā (ଗ୍ରା.ବି.) - (ସଂ. ଆର୍ଦ୍ରା) ଆର୍ଦ୍ରା ନକ୍ଷତ୍ର The 6th lunar mansion.
|
| 2357 |
ଅଦ୍ରାବଳି |
- Adrābaḻi (ଗ୍ରା.ବି.) (ସଂ. ଆର୍ଦ୍ରା) (ଏହା ଆର୍ଦ୍ରା ନକ୍ଷତ୍ରପରି ନାଲିଆ ଦେଖାଯିବାରୁ) ଏକପ୍ରକାର ବାଣ A kind of firework bursting like stars in the sky.
- ଆର୍ଦ୍ରା ନକ୍ଷତ୍ର The 6th lunar mansion.
- ଆର୍ଦ୍ରା ନକ୍ଷତ୍ର ସମନ୍ୱିତ କାଳପୁରୁଷ ନାମକ ନକ୍ଷତ୍ର ପୁଞ୍ଜ The constellation of Orion.
|
| 2358 |
ଅଦ୍ରି |
- Adri (ସଂ.ବି.) - (ଯେ ପଳାୟନଶୀଳ ବା ଗତିଶୀଳ ନୁହେ) ପର୍ବତ Mountain.
- ବୃକ୍ଷ Tree.
- ପଥର Stone.
- ସୋମଲତା ଛେଚି ରସ ବାହାର କରିବାରେ ବ୍ୟବହୃତ ଶିଳ ବା ଶିଳପୁଆ A stone for pounding Soma with or grinding it on.
- ବଜ୍ର Thunderbolt.
- ମେଘ Cloud.
- ପର୍ବତାକୃତି ଧାରଣକରିଥିବା ମେଘ A mass of clouds shaped like a mountain.
- ସୂର୍ଯ୍ୟ The Sun.
- ପରିମାଣବିଶେଷ The name of a measure.
- ସାତ ସଂଖ୍ୟା The number seven.
- ପୃଥୁରାଜଙ୍କ ନାତି Name of a grandson of king pṛuthu
- ଛିଟିକିଣିରେ ଫିଙ୍ଗାଯିବା ପଥର A stone for a sling.
|
| 2359 |
ଅଦ୍ରିକର୍ଣ୍ଣୀ |
- Adrikarṅṅī (ସଂ.ବି.) - ଅପରାଜିତା ଲତା A creeper; Clitoria Ternatea.
|
| 2360 |
ଅଦ୍ରିକା |
- Adrikā (ସଂ.ବି.) - (ନାମ) ଜଣେ ଅପ୍ସରା Name of a divine nymph.
- (ସଂ) - ପାହାଡ଼, ପର୍ବତ Mountain.
- ଆର୍ଦ୍ରା ନକ୍ଷତ୍ର The 6th lunar mansion.
|