Language Section

 

 

 

 

 

 

Dictionary : View_page

ID Main Word Content
2366 ଅଦ୍ରିତନୟା
  1. Adritanayā (ସଂ.ବି.) - ପାର୍ବତୀ Goodess Pārbatī.
2367 ଅଦ୍ରିଦ୍ବିଟ୍‌

Also : [ ଅଦ୍ରିଦ୍ବିତ୍‌ ]

  1. Adridwiṭ (ସଂ.ବି.) - (ପର୍ବତମାନଙ୍କ ପକ୍ଷଚ୍ଛେଦନକାରୀ) ଇନ୍ଦ୍ର The God Indra.
2368 ଅଦ୍ରିଦ୍ରୋଣୀ
  1. Adridroṇī (ସଂ.ବି.) - ପର୍ବତର ଉପତ୍ୟକା Mountain-valley.
  2. ପର୍ବତରୁ ବାହାରିଥିବା ନଦୀ River rising from a mountain.
2369 ଅଦ୍ରିନାଥ

Also : [ ଅଦ୍ରିପତି ] 

  1. Adrinātha (ସଂ.ବି.) - ପର୍ବତଶ୍ରେଷ୍ଠ The chief of the mountains.
  2. ହିମାଳୟ ପର୍ବତ The Himalayas.
2370 ଅଦ୍ରିଭିତ୍‌
  1. Adribhit (ସଂ.ବିଣ.) - (ବଜ୍ରଦ୍ୱାରା ପର୍ବତ ଭେଦକାରୀ) ଇନ୍ଦ୍ର God Indra.
Page 474 of 605



expoodisha.com

 

Other Dictionary