Language Section

 

 

 

 

 

 

Dictionary : View_page

ID Main Word Content
2276 ଅଦୂଷିତ
  1. Adūshita (ସଂ.ବିଣ.) -  ଯାହା ଦୂଷିତ ବା ଦୋଷଯୁକ୍ତ କରାଯାଇ ନାହିଁ  Not vitiated; uncorrupted.
  2. ଅନିନ୍ଦ୍ୟ Irreproachable.
  3. ନିର୍ଦ୍ଦୋଷ Faultless.
  • ଅଦୂଷିତା (ସ୍ତ୍ରୀ)
2277 ଅଦୃକ୍‌

Also : [ ଅଦୃଶ୍‌ ]

  1. Adṛuk (ସଂ.ବିଣ.) - ଦୃଷ୍ଟିହୀନ; ଅନ୍ଧ Sightless; blind.
2278 ଅଦୃଶ୍‌

Also : [ ଅଦୃକ୍‌ ]

  1. Adṛuṡ (ସଂ.ବିଣ.) - ଦୃଷ୍ଟିହୀନ; ଅନ୍ଧ Sightless; blind.
2279 ଅଦୃଶ୍ୟ
  1. Adṛuṡhya (ସଂ.ବିଣ.) - ଯାହା ଦେଖା ଯାଏ ନାହିଁ Invisible.
  2. ଯାହା ଦେଖିବା ଅଯୋଗ୍ୟ Not fit to be seen.
  3. ଅପ୍ରକାଶିତ Latent.
  4. (ଦେ.ବିଣ.) - ଦୃଷ୍ଟିଶକ୍ତିହୀନ; ଅନ୍ଧ Blind.
  5. (ଦେ.ବି.) - (ବ୍ୟକ୍ତିର) ଦୃଷ୍ଟିଶକ୍ତିହୀନତା; ଅନ୍ଧତା Blindness.
  6. (ସଂ. ଅଦୃଶ୍ୟତା) -ଦେଖା ନଯିବା ଅବସ୍ଥା Invisibility; state of being invisible.
  • ଅଦୃଶ୍ୟତା (ବି)
2280 ଅଦୃଶ୍ୟକରଣ
  1. Adṛuṡyakaraṇa (ସଂ.ବି.) - ଭୋଜବାଜୀଦ୍ୱାରା କୌଣସି ବ୍ୟକ୍ତିକୁ ଅନ୍ୟମାନେ ଦେଖି ନ ପାରିବା ପରି କରିବା Act of rendering a person invisible by magic.
  2. ଯାଦୁବିଦ୍ୟାର ଗ୍ରନ୍ଥବିଶେଷ Name of a treatise on magic.
Page 456 of 605



expoodisha.com

 

Other Dictionary