| 2236 |
ଅଦାଉ |
Also : [ ଅଦାଉଁ ]
- Adāu (ଦେ.ବି.) - ଅସୁବିଧା; ଅଖଞ୍ଜ Inconvenience.
- ଅସୁବିଧାଜନକ ଅବସ୍ଥା Inconvenient position.
- ଅସାମଞ୍ଜସ୍ୟ State of incongruity.
- (ଦେ.ବିଣ.) - ଅସୁବିଧାଜନକ Inconvenient.
- ଅଖାଡ଼ୁଆ Queer.
- ଅସମଞ୍ଜସ Incongruous.
- ସୁଯୋଗରହିତ (ଅବସ୍ଥା) Devoid of a situable opportunity.
|
| 2237 |
ଅଦାଗ |
Also : [ ଅଦାଗୀ ]
- Adāga (ଦେ.ବିଣ.) - ଯହିଁରେ କୌଣସି ଦାଗ ପଡ଼ି ନାହିଁ Not having any mark on it.
- ଯେଉଁ ଲୋକ ଅପରାଧ ପାଇଁ ପୂର୍ବେ କେବେ ସଜା ପାଇ ନାହିଁ (person) Having no previous conviction.
- ଯେଉଁ ଫଳ (ଯଥା - ପାଚିଲା ଆମ୍ବ)ରେ କୌଣସି ଖଣ୍ଡିଆ ବା ସଢ଼ା ଚିହ୍ନ ନାହିଁ (fruit) Not having any mark or indication of being rotten.
- ନିଷ୍କଳଙ୍କ Stainless.
|
| 2238 |
ଅଦାତବ୍ୟ |
- Adātabya (ସଂ.ବିଣ.) - ଯାହା ଦାନ କରାଯାଇ ନ ପାରେ Not capable of being given.
- ଯାହା ଦେବାର ଅନୁପଯୁକ୍ତ Not fit to be given.
|
| 2239 |
ଅଦାତା |
Also : [ ଅଦିଆ ]
- Adātā (ସଂ.ବିଣ.) - ଯେ ଦାତା ବା ଦାନଶୀଳ ନୁହେ Not charitable.
- କୃପଣ Miserly.
- ଯେ ଧନ ଦେବା ପାଇଁ ଦାୟୀ ନୁହେ Not liable to pay.
|
| 2240 |
ଅଦାନ |
- Adāna (ସଂ.ବି.) - କୃପଣ; ଅଦାତା Miserly.
- ଯେଉଁ ହାତିର ଗଣ୍ଡରୁ ଦାନବାରି ବହି ନାହିଁ (an elephant) without rut.
- ଅପାତ୍ରରେ ଦାନ Donation or gift to an unfit person.
- ନିକୃଷ୍ଟ ବା ଗର୍ହିତ ବା ଅଯୋଗ୍ୟ ଉଦ୍ଦେଶ୍ୟରେ ଦାନ Gift towards an improper or bad object.
- ନିକୃଷ୍ଟ ଦାନ Inferior donation.
|