Language Section

 

 

 

 

 

 

Dictionary : View_page

ID Main Word Content
2191 ଅଥୁରା

Also : [ ଓଥରା, ଅଥୁରିଆ ]

  1. Athurā (ଗ୍ରା.ବିଣ.) - ଓଥରା; ଦରବୁଢ଼ା ହେବା ପର୍ଯ୍ୟନ୍ତ ବିବାହ କରି ନଥିବା Remaining unmarried till a very late age.
  • ଅଥୁରା (ସ୍ତ୍ରୀ)
  • ଅଥୁରେଈ (ସ୍ତ୍ରୀ)
2192 ଅଥୁରି
  1. Athuri (ଦେ.ବି.) - (ଅଥରା=ମାଟି ନନ୍ଦିଆ ବା କୁଣ୍ଡ; ଅଥରୀ - ଛୋଟ କୁଣ୍ଡ ବା ଦହି ବସାଇବା ପତୁଲୀ।) ମାଟିର ଛୋଟ ପାତ୍ର ବା ପତୁଲୀ 1. Small earthen pot.
  2. ମାଟି ବାସନ Earthen utensil.
  3. ଗୃହର ସ୍ୱଳ୍ପ ମୁଲ୍ୟର ଚଳନ୍ତି ବସ୍ତୁ Any trifling chattel.
  4. (ଦେ.ବିଣ.) - ଅଥୁରାର ସ୍ତ୍ରୀଲିଙ୍ଗ Feminine of Athurā.
2193 ଅଦ
  1. Ada (root)  (ସଂ) ଖାଇବା To eat.
  2. ଗିଳିଦେବା To devour.
  3. ବିନାଶ କରିବା To destroy.
2194 ଅଦଉତ୍‌

Also : [ ଅଦଉତି, ଅଦଉତିଆ, ଅଦାଉତିଆ, ଅଦୌତ, ଅଦୌତି, ଅଦୌତିଆ ] 

  1. Adaut (ବୈ.ବି.) - ବୈର; ଶତ୍ରୁତା Enmity.
  2. ଅକସ; ପୂର୍ବକୃତ ଅପକାର ପାଇଁ ମନେ ମନେ ଜଳିବା ରାଗ Grudge.
  3. ପ୍ରତହିଂସା Revenge
  4. ଶତ୍ରୁ  enemy
  5. (ଦେ.ବିଣ.) - ଶତ୍ରୁତାପନ୍ନ  Inimical.
  6. ପ୍ରତିହିଂସାପରାୟଣ Revengeful.
  7. ମନେ ମନେ ଅକସ ରଖିଥିବା Spiteful.
  • ଅଦଉତ ସାଧିବା / ନେବା - ଅକସ ସାଧିବା; ଦାଉ ନେବା; ପ୍ରତିହିଂସା ଚରିତାର୍ଥ କରିବା—To be avenged; to take vengeance.
2195 ଅଦଉତିଆ
  1. Adautiā (ଦେ.ବିଣ.) - ପ୍ରତିହିଂସାପରାୟଣ (ବ୍ୟକ୍ତି) Revengeful. (person).
  2. ପ୍ରତିହିଂସାପୂର୍ଣ୍ଣ (ବିଷୟ) Revengful. (Matter)
Page 439 of 605



expoodisha.com

 

Other Dictionary