Language Section

 

 

 

 

 

 

Dictionary : View_page

ID Main Word Content
2101 ଅତ୍ୟତାନ୍ତିଶୟୋକ୍ତି
  1. Atyantātiṡayolti (ସଂ.ବି.) - (କର୍ମଧା; ଅତ୍ୟନ୍ତ+ଅତିଶୟୋକ୍ତି) ଅର୍ଥାଳଙ୍କାରବିଶେଷ; ଯେଉଁ ଠାରେ ଅତିଶୟୋକ୍ତିର ଅତିଶଯ୍ୟ ଘଟିଛି A figure of speech where hyperbole is carried too far.

 [ ଦ୍ର ]  ଉଦ୍ଧବ! କହିବଟି ଗୋପୀନାଥଙ୍କୁ / କରପଲ୍ଲବର କନିଷ୍ଠ ମଦ୍ରିକା କଙ୍କଣ ହେଲାଣି କରକୁ। କୁଳମଣି- ଅଳଙ୍କାରତରଙ୍ଗିଣୀ।

2102 ଅତ୍ୟନ୍ତାଭାବ
  1. Atyantābhāba (ସଂ.ବି.) - ସମ୍ପୂର୍ଣ୍ଣ ଅଭାବ Extreme want.
  2. ଚିରକାଳ ଅବର୍ତ୍ତମାନତା Absolute non-existence.
2103 ଅତ୍ୟନ୍ତିକ
  1. Atyantika (ସଂ.ବିଣ.) - ଅତି ନିକଟବର୍ତ୍ତୀ  Very near; too close.
  2.  (ଅତି+ଅନ୍ତିକ) ବହୁଦୂରବର୍ତ୍ତୀ; ଦୂରସ୍ଥ  Distant
  3. (ସଂ.ବି.) - ଅତିନୈକଟ୍ୟ Close proximity; immediate neighbourhood.
  4. (ଅତି=ଅତିକ୍ରାନ୍ତ+ଅନ୍ତିକ) ବହୁହୂରତ୍ୱ Great distance.
  • ଅତ୍ୟନ୍ତିକା (ସ୍ତ୍ରୀ)
2104 ଅତ୍ୟନ୍ତୀନ
  1. Atyantīna (ସଂ.ବିଣ.) - ଦୂରଗାମୀ Going far.
  2. ଅତ୍ୟନ୍ତଗ; ଅତି ବେଗଗାମୀ Going too fast.
  • ଅତ୍ୟନ୍ତୀନା (ସ୍ତ୍ରୀ)
2105 ଅତ୍ୟଭିସୃତ
  1. Atybhisṛuta (ସଂ.ବି.) -  ଅତି ନିକଟକୁ ଆସିଥିବା Having come too close.
Page 421 of 605



expoodisha.com

 

Other Dictionary