| 2096 |
ଅତ୍ୟନ୍ତଗାମୀ |
Also : [ ଅତ୍ୟନ୍ତଗ ]
- Atyantagāmī (ସଂ.ବିଣ.) - ଅତି ବେଗଗାମୀ Fleet; going too fast.
|
| 2097 |
ଅତ୍ୟନ୍ତନିବୃତ୍ତି |
- Ayantanibṛutti (ସଂ.ବି.) - ସମ୍ପୂର୍ଣ୍ଣ ଅଭାବ ବା ଅନ୍ତର୍ଦ୍ଧାନ Complete disappearance; absolute cessation.
|
| 2098 |
ଅତ୍ୟନ୍ତବାସୀ |
- Atyantabāsī (ସଂ.ବି.) - ଚିରକାଳ ଗୁରୁ ଗୃହରେ ବାସ କରୁଥିବା ଛାତ୍ର A student who perpetually resides with his teacher.
|
| 2099 |
ଅତ୍ୟନ୍ତସମ୍ଭୋଗ |
Also : [ ଅତ୍ୟନ୍ତସମ୍ପର୍କ ]
- Atyantasambhoga (ସଂ.ବି.) - ଅତ୍ୟଧିକ ମୈଥୁନ Excessive sexual intercourse.
|
| 2100 |
ଅତ୍ୟନ୍ତସଂଯୋଗ |
- Atyantasaṁjoga (ସଂ.ବି.) - ଅବିଶ୍ରାନ୍ତ ମିଳନ Uniterrupted continuance.
- ଅବିଛେଦ୍ୟ ଏକତ୍ରାବସ୍ଥାନ Inseparable coexistence.
- ନିକଟବର୍ତ୍ତୀ ଅବସ୍ଥା Closeproximity.
|