Language Section

 

 

 

 

 

 

Dictionary : View_page

ID Main Word Content
2086 ଅତ୍ନୁ
  1. Atnu (ସଂ.ବି.) - ଗମନ କରିବା, ପଥିକ Traveller.
  2. ବାୟୁ Air.
  3. ସୂର୍ଯ୍ୟ The sun.
2087 ଅତ୍ୟ

Category : [ Animal ]

  1. Atya (ସଂ.ବି.) - ବେଗଗାମୀ ଅଶ୍ୱ; ବାରୁ Courser; steed.
2088 ଅତ୍ୟଙ୍କୁଶ
  1. Atyaṅkuṡa (ସଂ.ବିଣ.) - (ବହୁବ୍ରୀହି; ଅତି=ଅତିକ୍ରମ କରିଅଛି+ ଅଙ୍କୁଶକୁ ଯେ; ଅଙ୍କୁଶଦ୍ୱାରା ଅସାଧ୍ୟ) ଅଶାସ୍ୟ; ଅସାଧ୍ୟ  Ungovernable.
  2. ନିରଙ୍କୁଶ Uncontrolled; unrestrained.
2089 ଅତ୍ୟଗ୍ନି
  1. Atyagni (ସଂ.ବି.) - ରୋଗବିଶେଷ; ଖାଦ୍ୟ ଦ୍ରବ୍ୟ ଅତି ଶୀଘ୍ର ଜୀର୍ଣ୍ଣ ହୋଇ ଉପର୍ଯ୍ୟୁପରି କ୍ଷୁଧା ବୋଧ ହେବା ରୋଗ A disease in which there is morabidly rapid digestion.
  2. (ସଂ.ବିଣ.) - (ଅବ୍ୟୟୀଭାବ; ଅତିକ୍ରମ କରିଅଛି ଅଗ୍ନିକୁ ଯେ)  ତେଜରେ ଅଗ୍ନିକୁ ବଳିଥିବା Surpassing fire in heat, light or splendour.
2090 ଅତ୍ୟଗ୍ନିଷ୍ଟୋମ
  1. Atyagnishṭoma (ସଂ.ବି.) - ଜ୍ୟୋତିଷ୍ଟୋମ ଯଜ୍ଞର ଦ୍ୱିତୀୟ ଅଂଶ The optional Second part of the jyotishtoma sacrifice.
Page 418 of 605



expoodisha.com

 

Other Dictionary