| 2026 |
ଅତିରକ୍ତା |
Category : [ god ]
- Atiraktā (ସଂ.ବି.) - ଅଗ୍ନିଙ୍କର ସାତଟି ଜିହ୍ୱା ମଧ୍ୟରୁ ଗୋଟିଏ One of the seven tongues of the Fire-God.
|
| 2027 |
ଅତିରଞ୍ଜନ |
- Atiran̄jana (ସଂ.ବି.) - ଅତିରିକ୍ତରୂପେ ରଙ୍ଗାଇବା Over-colouring.
- ବହଳ ହୋଇ ରଙ୍ଗାଯିବା Thick colouring
- କୌଣସି ବିଷୟକୁ ବାହୁଲ୍ୟରୂପେ ବର୍ଣ୍ଣନା କରିବା Exaggeration.
|
| 2028 |
ଅତିରଣ |
- Atiraṇa (ସଂ.ବିଣ.) - ଅତିଶୟ ସମରନିପୁଣ Very skilful in war.
|
| 2029 |
ଅତିରଥ |
Also : [ ଅତିରଥୀ ]
- Atiratha (ସଂ.ବି.) - (ଯେ ରଥରେ ଥାଇ ଯୁଦ୍ଧ କରନ୍ତି) ମହାବୀର A great champion.
- ଯେଉଁ ପରାକ୍ରମୀ ଯୋଦ୍ଧା ଏକାକୀ ବହୁସଂଖ୍ୟକ ଯୋଦ୍ଧାଙ୍କୁ ଯୁଦ୍ଧରେ ହଟାଇ ଅଛନ୍ତି A valiant warrior who has vanquished various combatants single-handed.
|
| 2030 |
ଅତିରସା |
Category : [ Plant ]
- Atirasā (ସଂ.ବି.) - ଅତ୍ୟନ୍ତ ରସବିଶିଷ୍ଟ extremely juice.
- ଏକ ପ୍ରକାର ମଲାଙ୍ଗ ବା ପରବୃକ୍ଷଜୀବୀ ଶାକବିଶେଷ Vanda Roxburghii; - a species of Acacia.
|