| 2036 |
ଅତିରୋଗ |
- Atiroga (ସଂ.ବି.) - ରାଜଯକ୍ଷ୍ମା; କ୍ଷୟ ରୋଗ Consumption; tuberculosis.
|
| 2037 |
ଅତିଲୋମଶ |
Also : [ ଅତିରୋମଶ ]
- Atilomaṡa (ସଂ.ବିଣ.) - ସର୍ବାବୟବରେ ଅତିଶୟ ରୋମ (ଲୋମ)ଯୁକ୍ତ Having shaggy hair all over the body.
- ଭାରି ବାଳୁଆ Very hairy.
- (ସଂ.ବି.) - ବନ୍ୟ ଛାଗ Wild goat.
- ଲୋମଯୁକ୍ତ ବୃହଦାକାର ବାନରବିଶେଷ A kind of hairy monkey; chimp
|
| 2038 |
ଅତିଶୟ |
Also : [ ଅତିଶୟନ, ଅତିଶୟିତ, ଅତିଶାୟନ, ଅତିଶୟୀ, ଅତିଶୟିନୀ (ସ୍ତ୍ରୀ) ]
- Atiṡaya (ସଂ.ବି.) - ଆଧିକ୍ୟ Excess.
- ଉତ୍କର୍ଷ Pre-emimence.
- ଆପେକ୍ଷିକ ଉତ୍କର୍ଷ Superiority.
- ସଂଖ୍ୟା, ପରିମାଣ ବା ଗୁଣରେ ଆଧିକ୍ୟ Superiority or greatness in number, quantity or quality.
- ସୁଫଳ; ଲାଭଜନକ ଫଳ Advantageous result.
- ପ୍ରାଚୁର୍ଯ୍ୟ Abundance.
- ବାହୁଲ୍ୟ Exaggeration; redundance.
- ଜୈନ ଅର୍ହତ୍ମାନଙ୍କର ଅମାନୁଷିକ ଗୁଣବିଶେଷ One of the superhuman qualities attributed to ja̲i̱na Arhats
- (ସଂ.ବିଣ.) - ଉତ୍କୃଷ୍ଟ Excellent; pre-eminent.
- ଉତ୍କୃଷ୍ଟତର Superior.
- ପ୍ରଚୁର Abundant.
- ଅତିରଞ୍ଜିତ; ବାହୁଲ୍ୟଯୁକ୍ତ Exaggerated.
- ଯଥେଷ୍ଟ Enough.
- ଯଥେଷ୍ଟ ଅପେକ୍ଷା ବେଶି More than enough.
- ବଳକା Redundant.
- ବଳିପଡ଼ିଥିବା Surpassing; exceeding.
- ଅତ୍ୟଧିକ Excessive; too much.
- (ସଂ.କ୍ରି.ବିଣ.) - ଅତ୍ୟନ୍ତ Very; too.
- ଅତ୍ୟଧିକରୂପେ Excessively; too much.
- ପ୍ରୟୋଜନାତିରିକ୍ତରୂପେ More than necessary; exceedingly.
- (ସଂ.ବି.) - (ଅତିରେକ) ବଳି ପଡ଼ିଥିବା ବସ୍ତୁ Surplus.
- ଅତ୍ୟାଧିକ୍ୟ Excess; exuberance.
|
| 2039 |
ଅତିଶୟନ |
Also : [ ଅତିଶୟ, ଅତିଶାୟନ ]
- Atiṡayana (ସଂ.ବି.) - ଆଧିକ୍ୟ Excess.
- ଉତ୍କର୍ଷ Pre-emimence.
- ଆପେକ୍ଷିକ ଉତ୍କର୍ଷ Superiority.
- ସଂଖ୍ୟା, ପରିମାଣ ବା ଗୁଣରେ ଆଧିକ୍ୟ Superiority or greatness in number, quantity or quality.
- ସୁଫଳ; ଲାଭଜନକ ଫଳ Advantageous result.
- ପ୍ରାଚୁର୍ଯ୍ୟ Abundance.
- ବାହୁଲ୍ୟ Exaggeration; redundance.
- (ସଂ.ବିଣ.) - ଉତ୍କୃଷ୍ଟ Excellent; pre-eminent.
- ଉତ୍କୃଷ୍ଟତର Superior.
- ପ୍ରଚୁର Abundant.
|
| 2040 |
ଅତିଶୟନୀ |
- Atiṡayani (ସଂ.ବି.) - ସଂସ୍କୃତଛନ୍ଦୋବିଶେଷ; ଏଥିରେ ଅନ୍ୟ ନାମ ଚିତ୍ରଲେଖା Name of a Sanskrit meter of four lines.
|