| 1996 |
ଅତିବାହନ |
- Atibāhana (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.
- ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.
- ନିର୍ଦ୍ଦିଷ୍ଟ ସମୟ ଟପିଯିବା Lapse of time; passing beyond the time limit.
- (କାଳ) ଯାପନ; ଅତିପାତ; କାଳକ୍ଷେପଣ Whiling away of time.
- ଅତିରିକ୍ତ ପରିଶ୍ରମ Excessive toiling.
|
| 1997 |
ଅତିବାହିତ |
- Atibāhita (ସଂ.ବିଣ.) - ଯାପିତ (ସମୟ) Passed; whiled away
- ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.
- ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.
- (ସଂ.ବି.) - ସୂକ୍ଷ୍ମଶରୀର The ethereal or immaterial body.
- ପ୍ରେତ ଶରୀର Aerial body after death.
|
| 1998 |
ଅତିବାହିବା |
- Atibāhibā (ଦେ.ପ.) ଅତିକ୍ରମ କରିବା To pass.
- ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.
- ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.
- ନିର୍ଦ୍ଦିଷ୍ଟ ସମୟ ଟପିଯିବା Lapse of time; passing beyond the time limit.
- ଅନ୍ଯଥାଚରଣ; ଆଦେଶାଦି ଲଘଂନ Disobeying of an order.
- ନିର୍ଦ୍ଦିଷ୍ଟ ନିୟମ ଲଘଂନ Transgression of a rule.
|
| 1999 |
ଅତିବାହୁ |
Category : [ Name ]
- Atibāhu (ସଂ.ବି.) - ଚତୁର୍ଦ୍ଦଶ ମନ୍ତ୍ୱନ୍ତର ଋଷିବିଶେଷ Name of an ancient sage of the 14th aeon.
- ମହାଭାରତୋକ୍ତ ଗନ୍ଧର୍ବବିଶେଷ Name of a heavenly chorister.
|
| 2000 |
ଅତିବିଷ |
- Atibisha (ସଂ.ବିଣ.) - ଅତ୍ୟନ୍ତ ବିଷାକ୍ତ Very poisonous.
- (ଅବ୍ୟୟୀଭାବ) ବିଷର ପ୍ରତିଷେଧ Counter-acting poison.
|