Language Section

 

 

 

 

 

 

Dictionary : View_page

ID Main Word Content
2006 ଅତିବ୍ୟୟ
  1. Atibyaya (ସଂ.ବି.) - ସାହା ଖରଚ; ଅତ୍ୟଧିକ ଖରଚ Lavishness; extravagance.
  2. ଅପବ୍ୟୟ Squandering.
  • ଅତିବ୍ୟୟିତ (କ୍ଳୀ)
  • ଅତିବ୍ୟୟୀ (ପୁ)
  • ଅତିବ୍ୟୟିନୀ (ସ୍ତ୍ରୀ 
2007 ଅତିବ୍ୟାପ୍ତ
  1. Atibyāpta (ସଂ.ବିଣ.) - ବହୁଦୂରକୁ ବ୍ୟାପିଥିବା Stretched too far.
  2. ନିର୍ଦ୍ଧିଷ୍ଟ ସୀମା ଅପେକ୍ଷା ଅଧିକ ଦୂରକୁ ପ୍ରୟୋଗ କରାଯିବା (ନିୟମ) (rule)Applied beyond its legitimate limit.
  3. ଚାରିଆଡ଼େ କୋଣସି ସ୍ଥାନ ନ ଛାଡ଼ି ଘୋଟିବା Diffused throught.
2008 ଅତିଭକ୍ତି
  1. Atibhakti (ଦେ.ବି.) - ଲୋକଙ୍କୁ ଦେଖାଇବା ପାଇଁ ଆଚରିତ ଅତିରିକ୍ତ ପରିମାଣରେ ଭକ୍ତି; ବାହ୍ୟଭକ୍ତି  Show of excessive devotion.
  • [ ଢଗ ]  ଅତି ଭକ୍ତି ଚୋରର ଲକ୍ଷଣ
2009 ଅତିଭା
  1. Atibhā (ଦେ.ବି.) - ଅତିଶୟ ଶୋଭା Great splendour or beauty.
2010 ଅତିଭାର
  1. Atibhāra (ସଂ.ବି.) - ଖୁବ ବଡ଼ ବୋଝ A great burden.
  2. ଅତିରିକ୍ତ ବୋଝ An excessive burden.
  3. କୌଣସି ବାକ୍ୟର ଅତ୍ୟନ୍ତ ଅବୋଧ୍ୟତା Excessive obscurity of a sentence.
  4. ଜଣେ ରାଜାଙ୍କ ନାମ Name of a king. 
Page 402 of 605



expoodisha.com

 

Other Dictionary