Language Section

 

 

 

 

 

 

Dictionary : View_page

ID Main Word Content
1956 ଅତିଜାଗର
  1. Atijāgara (ସଂ.ବିଣ.) - ଯେ ସର୍ବଦା ଚେଇଁ ଥାଏ Always watchful.
  2. (ସଂ.ବି.) - ନୀଳବକ; ଏକପ୍ରକାର ବଗ The black curlew (bird).
1957 ଅତିତରଣ
  1. Atitaraṇa (ସଂ.ବି.) - ପାରି ହେବା  Crossing; surmounting.
1958 ଅତିତରାଂ
  1. Atitarāṁ (ସଂ.ଅ.) - (ଅତି+ତରାଂ; ତୁଳ ସୁତରାଂ; ନିତରାଂ) ଅତ୍ୟଧିକ Very much; too much.
1959 ଅତିଥି
  1. Atithi (ସଂ.ବି.) - (ଯାହାର ତିଥି ବା ନିର୍ଦ୍ଦିଷ୍ଟ ସମୟ ନାହିଁ; କିମ୍ବା ଯେଉଁ ବ୍ୟକ୍ତି ଏକ ସ୍ଥାନରେ ଏକ ତିଥିରୁ ବେଶି ରହେ ନାହିଁ କିମ୍ବା ଅତ ଧାତୁ=ଗମନ କରିବା+କର୍ତ୍ତୃ ଇଥି) ଅନିମନ୍ତ୍ରିତ ଆଗନ୍ତୁକ ବ୍ୟକ୍ତି An unsummoned guest.
  2. ଜୈନ ସାଧୁ  A J̄a̲i̱na ascetic.
  3. (ନାମ) ସୂର୍ଯ୍ୟବଂଶୀୟ ରାଜା କୁଶ ଓ ରାଣୀ କୁମୁବ୍ଦତୀଙ୍କ ପୁତ୍ର; ଏହାଙ୍କର ଅନ୍ୟ ନାମ ସୁହୋତ୍ର  Name of a prince of the Solar Dynasty.
  4. ଯେଉଁ ସନ୍ନ୍ୟାସୀ କୌଣସି ସ୍ଥାନରେ ଏକ ରାତ୍ରିରୁ ଅଧିକ ରହନ୍ତି ନାହିଁ  An anchorite who does not stay at a place for more than one night.
  5. ଅଗ୍ନି  Fire.
  6. ଯଜ୍ଞରେ ସୋମ ଲତାକୁ ନେବା ବାଲା A person who brings the Soma creeper to a Vedic sacrifice. 
1960 ଅତିଥି ଅଭ୍ୟାଗତ
  1. Atithi abhyāgata (ସଂ.ବି.) - ସତ୍କାରପ୍ରାର୍ଥ, ଗୃହାଗସ୍ତ ବ୍ୟକ୍ତିଗଣ  Guest.
Page 392 of 605



expoodisha.com

 

Other Dictionary