| 1926 |
ଅତିକୃତ |
- Atikṛuta (ସଂ.ବିଣ.) - ପ୍ରଯୋଜନାତିରିକ୍ତ କରାଯିବା (କର୍ମ) overdone; redundant.
- ଅତ୍ୟାଧିକ୍ୟ Excess.
|
| 1927 |
ଅତିକୃତି |
- Atikṛuti (ସଂ.ବି.) - ପ୍ରୟୋଜନାତିରିକ୍ତକର୍ମକରଣ Overdoing.
- ପଚିଶ ଅକ୍ଷର ଥିବା ଚାରୋଟି ପାଦବିଶିଷ୍ଟ ବୈଦିକ ଛନ୍ଦୋବିଶେଷ Name of a vedic metre of 25 syllables.
|
| 1928 |
ଅତିକେଶର |
Category : [ Plant ]
- Atikeṡhara (ସଂ.ବି.) - ଜଳୀୟ ଗୁଳ୍ମବିଶେଷ An aquatic plant.
- ଶିଙ୍ଗଡ଼ା Trapa Bicornus.
|
| 1929 |
ଅତିକ୍ରମ |
Also : [ ଅତିକ୍ରମଣ ]
- Atikrama (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.
- ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.
- ନିର୍ଦ୍ଦିଷ୍ଟ ସମୟ ଟପିଯିବା Lapse of time; passing beyond the time limit.
- ଅନ୍ଯଥାଚରଣ; ଆଦେଶାଦି ଲଘଂନ Disobeying of an order.
- ନିର୍ଦ୍ଦିଷ୍ଟ ନିୟମ ଲଘଂନ Transgression of a rule.
- ଶତ୍ରୁକୁ ଆକ୍ରମଣ Attacking an enemy.
- ଅନାଦର; ଅସମ୍ମାନ; ଅବମାନନା Disrespect.
- ଅବଜ୍ଞା Disregard; slight.
- ଅତ୍ୟାଚାର; ବଳାତ୍କାର Outrage; oppression.
- କର୍ତ୍ତବ୍ୟ ବା ମର୍ଯ୍ୟାଦା ଲଘଂନ Breach of decorum or duty.
- ଅନ୍ୟର ସୀମାରେ ଅଯଥା ପ୍ରବେଶ Trespass.
- ଅପରାଧ; ଦୋଷ Offence; guilt.
- ଅନୁଚିତ ଆଚରଣ Unbecoming conduct.
- ଅବହେଳା Neglect.
|
| 1930 |
ଅତିକ୍ରମଣ |
Also : [ ଅତିକ୍ରମ ]
- Atikramaṇa (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.
- ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.
- ନିର୍ଦ୍ଦିଷ୍ଟ ସମୟ ଟପିଯିବା Lapse of time; passing beyond the time limit.
- ଅନ୍ଯଥାଚରଣ; ଆଦେଶାଦି ଲଘଂନ Disobeying of an order.
- ନିର୍ଦ୍ଦିଷ୍ଟ ନିୟମ ଲଘଂନ Transgression of a rule.
- Atikramaṇīya (ସଂ.ବିଣ.) - ଯାହାକୁ ଅତିକ୍ରମ କରାଯାଇ ପାରେ Passable.
|