| 1901 |
ଅତଳ |
Also : [ ଅତଳତଳ ]
- Ataḻa (ସଂ.ବିଣ.) - ଯାହାର ତଳ ବା ନିମ୍ନଭାଗ ନିର୍ଦ୍ଧାରିତ ହୋଇ ନ ପାରେ; ଅଗାଧ Bottomless; unfathomable.
- ଅତି ଗଭୀର Abysmal; very deep.
- (ସଂ.ବି.) - ପୁରାଣୋକ୍ତ ସପ୍ତ ପାତାଳ ମଧ୍ୟରୁ ମର୍ତ୍ତ୍ୟର ଅବ୍ୟବହିତ ନିମ୍ନରେ ଥିବା ପାତାଳ The first of the seven subterranean regions which lies just below our earth.
[ ଦ୍ର ] ସପ୍ତ ପାତାଳର ନାମ - ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଓ ପାତାଳ]
|
| 1902 |
ଅତଳତଳା |
Also : [ ଅତଳତଳାନ୍ତ୍, ଅତଳତଳିଆ ]
- Ataḻataḻā (ଦେ.ବିଣ.) - ତଳିତଳାନ୍ତ; ଯେଉଁ ପାତ୍ରରୁ ସମସ୍ତ ଜଳୀୟ ପଦାର୍ଥ ନିଃଶେଷରୂପେ ନିଆଯାଇ ସାରିଥାଏ (cup or receptacle) Drained to the last drop.
- ନିଃଶେଷିତ Exhausted.
- ସର୍ବସ୍ୱାନ୍ତ; ଯେଉଁ ବ୍ୟକ୍ତିର ସର୍ବ ସମ୍ପଦ ବିଲୁପ୍ତ ହେଲାଣି (a person) Reduced to indigence; reduced to the last extremities.
|
| 1903 |
ଅତଲସ |
- Atalasa (ବୈ.ବି.) - ଏକପ୍ରକାର ଖୁବ୍ ନରମ ରେଶମ ଲୁଗା A kind of very soft silk.
|
| 1904 |
ଅତଳସ୍ପର୍ଶ |
Also : [ ଅତଳସ୍ପରଶ, ଅତଳପରଶ, ଅତଳସ୍ପୃକ୍ ]
- Ataḻasparṡa (ସଂ.ବିଣ.) - (ଯାହାର ତଳ ସ୍ପର୍ଶ କରାଯାଇ ନ ପାରେ) ଅଗାଧ; ଅତି ଗଭୀର Unfathomable, abysmal.
|
| 1905 |
ଅତଳସ୍ପର୍ଶୀ |
Also : [ ଅତଳସ୍ପର୍ଶ ]
- Ataḻasparṡī (ସଂ.ବିଣ.) - (ଯାହାର ତଳ ସ୍ପର୍ଶ କରାଯାଇ ନ ପାରେ) ଅଗାଧ; ଅତି ଗଭୀର Unfathomable, abysmal.
|