Language Section

 

 

 

 

 

 

Dictionary : View_page

ID Main Word Content
1836 ଅଣ୍ଡାକାର
  1. Aṇḍākā (ସଂ.ବି.) - ଡିମ୍ବ ପରି ଲମ୍ବଡ଼ା ଓ ଗୋଲ ଆକାର Oval shape.
  2.  (ସଂ.ବିଣ.) - (ବହୁବ୍ରୀହି) ଡିମ୍ବ ପରି ଗୋଲ ଓ ଲମ୍ବଡ଼ା Oval.
1837 ଅଣ୍ଡାକୃତି
  1. Aṇḍākṛuti (ସଂ.ବିଣ.) - ଡିମ୍ବ ପରି ଗୋଲ ଓ ଲମ୍ବଡ଼ା Oval; elliptical.
  2. (ବହୁବ୍ରୀହି) ଡିମ୍ବ ଆକୃତିବିଶିଷ୍ଟ କ୍ଷେତ୍ର An ellipses.
  3. (କର୍ମଧା) ଡିମ୍ବ ପରି ଆକାର ଲମ୍ବଡ଼ା ଓ ଗୋଲ ଆକୃତି Oval shape.
1838 ଅଣ୍ଡାଦେବା

Also : [ ଅଣ୍ଡା ପାଡ଼ିବା, ଅଣ୍ଡା ପାରିବା ]

  1. Aṇḍā debā (ଦେ.କ୍ରି) -  (ପକ୍ଷୀ ଓ ସରୀସୃପାଦି) ଡିମ୍ବ ପ୍ରସବ କରିବା To lay eggs.
1839 ଅଣ୍ଡାଧାର
  1. Aṇḍādhāra (ସଂ.ବି.) - ଅଣ୍ଡକୋଷ; ବୀଜକୋଷ Testicle.
1840 ଅଣ୍ଡାବଚ୍ଚା
  1. Aṇḍābachā (ଦେ.ବି.) - (ବହୁବଚନାର୍ଥକ)  ଅତି କ୍ଷୁଦ୍ର ବହୁସଂଖ୍ୟକ ସନ୍ତାନସନ୍ତତି; ବାଲବଚ୍ଚା A number of infants.
Page 368 of 687



expoodisha.com

 

Other Dictionary