| 1826 |
ଅଣ୍ଡବୃଦ୍ଧି |
Also : [ ଅଣ୍ଡବର୍ଦ୍ଧନ, ଅଣ୍ଡ ବଢ଼ିବା ]
- Aṇḍabṛuddhi (ସଂ.ବି.) - କୋଷବୃଦ୍ଧି; କୁରୁଣ୍ଡରୋଗ Swelling of the scrotum or testes.
- ଏକଶିରା ରୋଗ Hydrocele.
|
| 1827 |
ଅଣ୍ଡଭୂ |
- Aṇḍabhū (ସଂ.ବିଣ.) - ଡିମ୍ବଜାତ Born of eggs; oviparous.
- ସଂ. ବିଣ (ଅଣ୍ଡ+ଭୂ ଧାତୁ=ଜନ୍ମିବା+କର୍ତ୍ତୃ. ଉ)— ଅଣ୍ଡଜ (ଦେଖ)—Aṇḍaja (See)
- (ସଂ.ବି.) - ପକ୍ଷୀ Bird.
- ସର୍ପ Serpent.
- ମତ୍ସ୍ୟ Fish.
- ବ୍ରହ୍ମା The Creator.
|
| 1828 |
ଅଣ୍ଡର ଗ୍ରାଜୁଏଟ୍ |
Category : [ Education ]
- Aṇḍar grājueṭ (ବୈ.ବି.) - ମାଟ୍ରିକୁଲେସନ୍ ପାଶ୍ କରି ସାରି ବି. ଏ. ପାଶ୍ କରି ନ ଥିବା ଛାତ୍ର An undergraduate.
|
| 1829 |
ଅଣ୍ଡର ସେକ୍ରେଟେରୀ |
- Aṇḍar sekreṭerī (ବୈ.ବି.) - କୌଣସି କାର୍ଯ୍ୟାଳୟର ସେକ୍ରେଟରୀ ବା ସମ୍ପାଦକଙ୍କ ସହକାରୀ କର୍ମଚାରୀ An undersecretary.
|
| 1830 |
ଅଣ୍ଡରା |
Also : [ ଅଣ୍ଡ୍ରା, ଅଣ୍ଡ୍ରା ]
- Aṇḍarā (ବିଣ.) - (ପ୍ରାଦେ./ସମ୍ବଲପୁର) ଅଣ୍ଡିରା; ପୁରୁଷ ଜାତୀୟ Male.
- ପୁରୁଷ A male person.
- ପୁରୁଷ ଜାତୀୟ ପ୍ରାଣୀ A male animal.
- ସ୍ୱାମୀ; ପତି Husband.
|