Language Section

 

 

 

 

 

 

Dictionary : View_page

ID Main Word Content
1776 ଅଣୁରେଣୁ
  1. Aṇurenu (ସଂ.ବି.) (ବିଜ୍ଞାନପରିଭାଷା) ଅତିକ୍ଷୁଦ୍ର ରେଣୁ  Mote; very minute particle.
1777 ଅଣୁରେବତୀ

Category : [ Plant ]

  1. Aṇurebatī (ସଂ.ବି.) କନିକା ଗଛ A tree; Croton Polyandrum.
1778 ଅଣୁଶ୍ରୋତ୍ର
  1. Aṇuṡrotra ସଂ.ବି.) (ଆଧୁନିକ ବିଜ୍ଞାନପରିଭାଷା)  ଯେଉଁ ଯନ୍ତ୍ର ସାହାଯ୍ୟରେ ଅତି କ୍ଷୀଣ ଶବ୍ଦ ଉଚ୍ଚ ହୋଇ ଶୁଣାଯାଏ Microphone.
1779 ଅଣେ

Category : [ currency ]

  1. Aṇe (ଗ୍ରା.ବି.) - (ଅଣା ସଙ୍ଗେ ଏକସଂଖ୍ୟାବାଚକ ଏ ଯୁକ୍ତ ହୋଇ ବିକଳ୍ପରେ ଧାରଣ କରିବା ରୂପ; ଅନ୍ୟ ରୂପ ଅଣାଏ; ଏହିପରି ଟଙ୍କାଏ; ଟଙ୍କେ; ମସାଏ, ମସେ) ଅଣାଏ; ଏକ ଅଣା One anna. (ଯଥା - ଏ ବହି ଖଣ୍ଡିକର ଦାମ ଅଣେ।)
  2. ଏକ ଅଣା ମାତ୍ର One anna only. (ଯଥା - ମୋର ଅଣେ ଲୋଡ଼ା ଅଛି)
1780 ଅଣ୍ଟ୍‌
  1. Aṇt (root ଧାତୁ) (ସଂ.) -  ଗତି କରିବା To move.
  2. ଅଗ୍ରସର ହେବା To advance.
Page 356 of 687



expoodisha.com

 

Other Dictionary