| 1746 |
ଅଣାଚାର |
- Aṇāchāra (ଗ୍ରା.ବି.) - ଅନାଚାର; ଆଚାରହୀନତା Want of propriety of conduct.
- ଅଧର୍ମାଚରଣ; କଦାଚାର Improper conduct; bad conduct.
- କୁପ୍ରଥା Bad custom.
|
| 1747 |
ଅଣାଚାରା |
Category : [ Plant ]
- Aṇāchārā (ଦେ.ବି.) - ଜଙ୍ଗଲୀ ଗୁଳ୍ମବିଶେଷ (ଉଚ୍ଚରେ ୬ ଫୁଟ ପର୍ଯ୍ୟନ୍ତ ବଢ଼େ) A wild plant; Glycosmis Pentaphylla (Haines).
|
| 1748 |
ଅଣାଚାରୀ |
- Aṇāchārī (ଗ୍ରା.ବିଣ.) - ଆଚାରହୀନ; ଭ୍ରଷ୍ଟାଚାର (ବ୍ୟକ୍ତି) Of bad conduct.
|
| 1749 |
ଅଣାନବେ |
Also : [ ଅଣାନବେ, ଅଣନଉ ]
Category : [ Numbers ]
- Aṇānabe (ଦେ.ବି./ବିଣ.) - (ସଂଖ୍ୟାବାଚକ) ନଉ ସଂଖ୍ୟାରୁ ଏକ କମ; ଅଶିରୁ ନଅ ଅଧିକ; 89 Eighty-nine.
|
| 1750 |
ଅଣାବଣା |
- Aṇābanā (ଦେ.ବି.) - ବିଶୃଙ୍ଖଳା; ଗୋଳମାଳ Confusion.
- ବହୁପରିମାଣ Profusion.
- (ଦେ.ବିଣ.) - ବିଶୃଙ୍ଖଳ; ଗୋଳମାଳିଆ Confused.
- ଇତସ୍ତତଃ ବିକ୍ଷିପ୍ତ Strewn here and there.
- ଅପର୍ଯ୍ୟାପ୍ତ; ବହୁପରିମିତ Profuse; excessive.
- ବହୁ; ଅନେକ Much; many.
- (କ୍ରି.ବିଣ.) - ଅପର୍ଯ୍ୟାପ୍ତରୂପେ Profusely. (ଯଥା - ଏବର୍ଷ ଆମ୍ବ ଅଣାବଣା ଫଳିଛି।)
- ବିଶୃଙ୍ଖଳରୂପେ In a confused manner.
|