| 1741 |
ଅଣାକାର |
- Aṇākāra (ଦେ.ବିଣ.) - ନିରାକାର; ଆକାରହୀନ Incorporeal; shapeless.
- ପରମେଶ୍ୱର; ପରଂବ୍ରହ୍ମ— God; the Divine Soul.
|
| 1742 |
ଅଣାକାର ପୁରୁଷ |
Also : [ ଅଣାକାର ବ୍ରହ୍ମ, ଅଣାକାର ବିଷ୍ଣୁ ]
- Aṇākāra purusha (ଦେ.ବି.) - ନିରାକାରବ୍ରହ୍ମ; ପରମେଶ୍ୱର; ପରଂବ୍ରହ୍ମ God, the shapeless.
|
| 1743 |
ଅଣାକାର ମତ |
- Aṇākāra mata (ଦେ.ବି.) - ଓଡ଼ିଶାରେ ପ୍ରଚଳିତ ଧର୍ମମତବିଶେଷ A religious tenet prevalent in Oṟḍ̠iṡā.
|
| 1744 |
ଅଣାକିଆ |
- Aṇākiā (ଦେ.ବି.) - ଯେଉଁ ପଦାର୍ଥ ପ୍ରତ୍ୟେକଟିର ମୂଲ୍ୟ ଏକ ଅଣା (a thing) Which is worth one anna each. (ଯଥା- ଅଣାକିଆ ଲଡ୍ଡୁ; ଅଣାକିଆ ହାଣ୍ଡି।)
|
| 1745 |
ଅଣାକ୍ଷର |
- Aṇākshara (ଦେ.ବିଣ.) - ଅକ୍ଷରର ବହିର୍ଭୂତ; ଯାହା ଅକ୍ଷରଦ୍ୱାରା ପ୍ରକାଶିତ ହୋଇ ନ ପାରେ Not capable of being expressed by letters.
|