Language Section

 

 

 

 

 

 

Dictionary : View_page

ID Main Word Content
1696 ଅଣବର୍ତ୍ତେଇ

Also : [ ଅଣବରତେଈ ]

  1. Aṇabartteī (ଗ୍ରା.ବିଣ.) - ଯେଉଁ ସ୍ତ୍ରୀ କୌଣସି ବ୍ରତ ପାଳନ କରି ନ ଥାଏ (a woman) Who is not observing any religious vow.
1697 ଅଣବସନ୍ତିଆ
  1. Aṇabasantiā (ଗ୍ରା.ବିଣ.) - ଯେଉଁ ବ୍ୟକ୍ତି ଜୀବନରେ ଆଜିପର୍ଯ୍ୟନ୍ତ ବସନ୍ତ ରୋଗାକ୍ରାନ୍ତ ହୋଇନାହିଁ (a person) Not yet attacked with small pox.
  • ଅଣବସନ୍ତେଈ (ସ୍ତ୍ରୀ)

     [ ଦ୍ର ] ଲୋକେ ବିଶ୍ୱାସ କରନ୍ତି ଯେ ଯେଉଁ ବ୍ୟକ୍ତିକୁ ଥରେ ବସନ୍ତ ହୋଇଥାଏ, ତାକୁ ଜୀବନରେ ଦ୍ୱିତୀୟ ଥର ବସନ୍ତ ହୁଏ ନାହିଁ।]
1698 ଅଣବାପୁଆ
  1. Aṇabāpuā (ଗ୍ରା.ବିଣ.) - (ଗାଳିରେ ବ୍ୟବହୃତ; ସଂ. ଅ+ବପ୍ତା) ଅନିର୍ଦ୍ଦିଷ୍ଟପିତୃକ (ବ୍ୟକ୍ତି); ଅଜ୍ଞାତପିତୃକ; ଯାହାର ବାପ କିଏ ଏ କଥାର ଠିକଣା ନ ଥାଏ Of untraced parentage; a person whose father is not known.
  2. ଜାରଜ Illegitimate; bastard.
1699 ଅଣବାହୁଡ଼ା

Also : [ ଅଣବାହୁଡ଼ ]

  1. Aṇabāhuṟḍ̠ā (ଗ୍ରା.ବିଣ.) - ଅପ୍ରତ୍ୟାବର୍ତ୍ତିତ; ଯାହା ଫେରି ଆସେନାହିଁ; ଯାହା ଲେଉଟି ଆସେ ନାହିଁ That which does not come back or return.
  2. ଯାହା ଥରେ ବିଗିଡ଼ି ଗଲେ ପୁଣି ସୁଧାରି ହୁଏ ନାହିଁ That which can not be undone.
  3. ଅବ୍ୟର୍ଥ Unfailing; never failing. (ଯଥା - ଶର)

    [ ଢଗ ] ହାତରୁ ଖସିଲେ ଅଣବାହୁଡ଼।
1700 ଅଣବିକାର
  1. Anabikāra (ଗ୍ରା.ବିଣ.) - ନିର୍ବିକାର; ବିକାରଶୂନ୍ୟ Unchangeable.
  2. ନିର୍ଘୃଣ Having no repulsion.
Page 340 of 687



expoodisha.com

 

Other Dictionary