Language Section

 

 

 

 

 

 

Dictionary : View_page

ID Main Word Content
1621 ଅଢ଼େଇ

Category : [ Numbers ]

Also : [ ଅଢ଼ାଇ, ଅଢ଼ୈ ]

  1. Aṟḏẖei (ଦେ.ବି./ବିଣ.) - (ସଂଖ୍ୟାବାଚକ ସଂ. ଅର୍ଦ୍ଧଦ୍ୱିତୀୟ) ସାର୍ଦ୍ଧଦ୍ୱି ସଂଖ୍ୟା; ଦୁଇ ଓ ଅଧେ ସଂଖ୍ୟା; ଅଢ଼େଇ; ୨ ୧/୨  Two and half; 2 1/2.
1622 ଅଢ଼ିଆ
  1. Aṟḍ̠ẖiā (ଦେ.ବି.) -  (ପ୍ରାଦେ/ସମ୍ବଲପୁର; ଗଡ଼ଜାତ)  ଆଗନ୍ତୁକମାନଙ୍କ ଚର୍ଚ୍ଚା ପାଇଁ ତାଙ୍କ ବସାକୁ ପଠାଯିବା ଡାଲି ଚାଉଳ ପରିବା ଆଦି ସାମଗ୍ରୀ; ସିଧା; ସଞ୍ଚା A present of victuals sent to a guest.
  2. (ବି.) - (ପ୍ରାଦେ./ସମ୍ବଲପୁର)  ପ୍ରତିଫଳ Consequence.
1623 ଅଢ଼େଇଆ

Also : [ ଅଢ଼ାଇଆ ]

  1. Aṟḏẖeiā (ଦେ.ବି./ବିଣ.) - (ଏହାର ପ୍ରକୋପ ଅଢ଼େଇ ଦିନ ହେବାରୁ) ଗୋରୁମାନଙ୍କୁ ଜ୍ୱର ବିଶେଷ A kind of fever attacking cattle.
  2.  (ବି.) -ପ୍ରାଦେ. (ଗଡ଼ଜାତ) ଗୋରୁମାନଙ୍କ ଶାଆଳା ରୋଗ; ଏ ରୋଗରେ ଗୋରୁମାନେ ଆକ୍ରାନ୍ତ ହୋଇ ଅଢ଼େଇ ଦିନରେ ମରିଯାଆନ୍ତି  A kind of fatal cattle-disease.
1624 ଅଢ଼ିଆ ସ୍କୁଲ୍‌
  1. Aṟḍ̠ẖiā School (ବି./ପ୍ରାଦେ. ସମ୍ବଲପୁର) - ଯେଉଁ ସ୍କୁଲ ବା ଚାହାଳୀର ଶିକ୍ଷକଙ୍କୁ ଗ୍ରାମବାସୀ ପାଳି କରି ଡାଲି ଚାଉଳ ଆଦି ସିଧା ଯୋଗାନ୍ତି A school the teacher of which gets victuals from the villagers by turn.
1625 ଅଢ଼ାଇଆ

Category : [ Numbers ]

  1. Aṟḍ̠ẖāiā (ଦେ.ବି.) - ଅଢ଼ାଇ ସେର ପରିମାଣ A quantity of 2 1/2 seers.
  2. ଅଢ଼ାଇ ସେର ବସ୍ତୁକୁ ମାପ ବା ଓଜନ କରିବା ପାତ୍ର ବା ବଟକରା  A capacity; measure or weight of 2 1/2 seers.
  3. (ଦେ.ବିଣ.) - ଅଢ଼ାଇ ସେଇ ପରିମିତ Measuring or weighing 2 1/2 seers.
  4. ଅଢ଼ାଇରେ ଗୁଣିତ (କୌଣସି ସଂଖ୍ୟା) Multiplied by 2 1/2; 2 1/2 times as much as.
Page 325 of 687



expoodisha.com

 

Other Dictionary