Language Section

 

 

 

 

 

 

Dictionary : View_page

ID Main Word Content
1591 ଅଡ଼ତ୍‌ଦାରୀ

Also : [ ଅଡ଼ଦ୍ଦରୀ ]

  1. Aṟḍ̠atdārī (ବୈ.ବି.) ଦଣ୍ଡିଦାରୀ, ଦଣ୍ଡିଆଗିରି Commission agency.
1592 ଅଡ଼ତିଆ

Also : [ ଆଡ଼ତିଆ, ଅଡ଼ତ୍‌ଦାର ]

  1. Aṟḍ̠atiā (ଦେ.ବି.) - ଆଡ଼ତିଆ; ଦଣ୍ଡିଦାର; ପେଣ୍ଠରେ ପଣ୍ୟଦ୍ରବ୍ୟ କ୍ରୟ ବିକ୍ରୟ କରାଇ କମିସନ୍ ନେବା ପାଇଁ ନିଯୁକ୍ତ ବ୍ୟକ୍ତି A commission agent for procuring sales and purchases of merchandise.
1593 ଅଡ଼ବ

Category : [ Music ]

  1. Aṟḍ̠aba (ସଂ.ବି.) ଯେଉଁ ରାଗରେ ଷଡ଼୍ଜ, ଗାନ୍ଧାର, ମଧ୍ୟମ, ଧୈବତ ଓ ନିଷାଦ, ଏ ପାଞ୍ଚ ସ୍ୱର ଥାଏ A melody of five tunes. 
1594 ଅଡ଼ଭୁଷା

Also : [ ଅଡ଼ମ୍ବାଜ୍‌, ଅଡ଼ମ୍ବାଜୀ, ଅଡ଼ମ୍ବୁଷା, ଅଡ଼ମ୍ଭୁଷା, ଅଡ଼ିବାଜ୍‌, ଅଡ଼ିବାଜି ] 

  1. Aṟḍ̠abhushā (ଗ୍ରା.ବିଣ.) - କାଣ୍ଡଜ୍ଞାନଶୂନ୍ୟ; ଅଖାଡ଼ୁଆ Foolhardy; awkward.
  2. ଅବାଗିଆ Unmethodical.
  3. ଏକବାଗୀ; ଏକଜିଦିଆ; ଜିଦିଖୋର Obstinate; stubborn.
  4. କଳିହୁଡ଼ା Quarrelsome.
  5. ଚିଡ଼ିଚିଡ଼ା Surly.
  6. (ଗ୍ରା.ବି.) - ଅଖାଡ଼ୁଆ କଥା ବା ବିଷୟ A queer matter. (ଯଥା - ଆଲୋଚନା ଚାଲିଥିବାବେଳେ ଜଣେ ଲୋକ ଅଡ଼ଭୁଷା ପୂରେଇ ଦେଲା)
  • ଅଡ଼ଭୁଷୀ (ସ୍ତ୍ରୀ)
  • ଅଡ଼ମ୍ବୁଷୀ (ସ୍ତ୍ରୀ)
  • ଅଡ଼ମ୍ଭୁଷୀ (ସ୍ତ୍ରୀ)
1595 ଅଡ଼ର

Also : [ ଇଂ - ଅର୍ଡର ]

  1. Aṟḍ̠ar (ବୈ.ବି.) - (ଅର୍ଡର୍)  ଆଦେଶ; ହୁକୁମ Order.
Page 319 of 687



expoodisha.com

 

Other Dictionary