| 1561 |
ଅଠାଅଠା |
- Aṭhāaṭhā (ଦେ.ବିଣ.) - ଅଠାଳିଆ; ଅଠା ପରି ଲାଗିଯାଉଥିବା Gummy; sticking.
- ଅଠାଯୁକ୍ତ Smeared with gum.
|
| 1562 |
ଅଠାଅଶି |
Category : [ Digit ]
Also : [ ଅଠାଶି ]
- Aṭhāaṡi (ଦେ.ବି.ବିଣ) - ଅଶି ସଂଖ୍ୟାରୁ ଆଠ ଅଧିକ - ୮୮, Eighty-eight - 88
|
| 1563 |
ଅଠାଇଶ |
Category : [ Digit ]
Also : [ ଅଠାଇଶି, ଅଠେଇଶ, ଅଠେଇଶି ]
- Aṭhāiṡa (ଦେ.ବି.ବିଣ) - (ସଂଖ୍ୟାବାଚକ) କୋଡ଼ିଏରୁ ଆଠ ଅଧିକ - ୨୮ Twenty-eight - 28.
|
| 1564 |
ଅଠାଇଶାଶହେ |
Category : [ Digit ]
- Aṭhāiṡāṡahe (ଦେ.ବି./ବିଣ) - ଏକଶତ ଅଠାଇଶ; 128 One hundred and twenty-eight.
|
| 1565 |
ଅଠାଁ |
Category : [ Mathematics ]
- Aṭhāñ (ଦେ.କ୍ରି.ବିଣ.) - କୌଣସି ରାଶି ୮ ସଂଖ୍ୟାରେ ଗୁଣିତ ହେଲେ Into eight; multiplied by 8. ପାଞ୍ଚ ଅଠାଁ ଚାଳିଶି; ପଣ ଦୁଇ କାହାଣ ଆଠ ପଣ (ପଣିକିଆ)
|