Language Section

 

 

 

 

 

 

Dictionary : View_page

ID Main Word Content
1546 ଅଟ୍ଟାଳୀ

Also : [ ଅଟ୍ଟାଳି, ଅଟ୍ଟାଳିକା ]

  1. Aṭṭāḻī (ସଂ.ବି.) - ପ୍ରସ୍ତର ବା ଇଷ୍ଟକାଦି ନିର୍ମିତ ପ୍ରାସାଦ; କୋଠା Mansion.
  2. ରାଜପ୍ରାସାଦ Palace.

 

1547 ଅଟ୍ୟା
  1. Aṭyā (ସଂ.ବି.) -  ଅଟନ; ପର୍ଯ୍ୟଟନ; ଭ୍ରମଣ Travel; walk; wandering.
1548 ଅଟ୍ରି

Also : [ ଅଟରି ]

Category : [ Place, Name ]

  1. Aṭri (ଦେ.ବି.) - ଖୋର୍ଦ୍ଧା (ଖୋରଧା) ଜିଲ୍ଲାର ଗୋଟିଏ ଉଷ୍ଣପ୍ରସ୍ରବଣ Name of a hot-spring in the Khurda District.

 [ ଦ୍ର    ଖୋର୍ଦ୍ଧା ନୂତନ ଜିଲା ଗଠନ ପୂର୍ବରୁ ଏହା ପୁରୀ ଜିଲାରେ ଥିଲା।

1549 ଅଠଉର
  1. Aṭhaura (ଦେ.ବିଣ.) - ଅସ୍ଥିର Restless; unsteady; not fixed.
  2. ଅନିଶ୍ଚିତ Unsettled; unascertained.
  3. ଭ୍ରମଣଶୀଳ Wandering; vagrant.
1550 ଅଠଚାଳିଶ

Also : [ ଅଟଚାଳିଶ, ଅଠଚାଳିଶି ] 

  1. Aṭhachāḻiṡi (ଦେ.ବି.) - (ସଂଖ୍ୟାବାଚକ; ସଂ. ଅଷ୍ଟଚତ୍ୱାରିଂଶତ୍) ଚାଳିଶ ସଂଖ୍ୟାରୁ ଆଠ ଅଧିକ ସଂଖ୍ୟା; ୪୮  Forty-eight, 48.
Page 310 of 687



expoodisha.com

 

Other Dictionary