Language Section

 

 

 

 

 

 

Dictionary : View_page

ID Main Word Content
1526 ଅଟଳପ୍ରତିଜ୍ଞ
  1. Aṭaḻapratijn̄a (ସଂ.ବିଣ.) ଦୃଢ଼ପ୍ରତିଜ୍ଞ; ଯେ ନିଜର ପ୍ରତିଜ୍ଞା ବଦଳାଏ ନାହିଁ Resolute; firm.
  • ଅଟଳପ୍ରତିଜ୍ଞା (ସ୍ତ୍ରୀ)
1527 ଅଟଳପ୍ରତିଜ୍ଞା
  1. Aṭaḻapratijn̄ā (ସଂ.ବିଣ.) ଅଟଳପ୍ରତିଜ୍ଞର ସ୍ତ୍ରୀଲିଙ୍ଗ  Feminine of Aṭaḻapratijn̄a.
  2. (ସଂ.ବି.) - ଦୃଢ଼ ପ୍ରତିଜ୍ଞା Firm resolve.
1528 ଅଟଳବଚନ
  1. Aṭaḻabachana (ସଂ.ବି.) - ଅଲଙ୍ଘ୍ୟ ବାକ୍ୟ ବା ଅଙ୍ଗୀକାର  Inviolable promise.
  2. ଯାହାର ବାକ୍ୟ ସେ ନିଜେ ଲଙ୍ଘେ ନାହିଁ True to one's promise.
  • ଅଟଳବଚନା (ସ୍ତ୍ରୀ)
1529 ଅଟଳମଟଳ

Also : [ ଅଟଳଟଳ ]

  1. Aṭaḻamataḻa (ଗ୍ରା.ବିଣ.) - ଟଳମଟଳ; ଯାହା ଟଳଟଳ ହୋଇଥାଏ Tottering; reeling.
  2. ଯାହା ସ୍ଥିର ଭାବରେ ଭୂମିରେ ରହି ନ ପାରେ Unstable.
  3. ଅସ୍ଥିର Unsteady; fickle.
  4. ପତନୋନ୍ମୁଖ Threatening to fall down.
1530 ଅଟଷଟି

Also : [ ଅଟଷଠି, ଅଟଷଠି, ଅଠଷଠି ]

  1. Aṭashaṭi (ଦେ.ବି.) - ଷାଠିଏରୁ ଆଠ ଅଧିକ ସଂଖ୍ୟା; ୬୮ Sixty-eight; 68.
Page 306 of 687



expoodisha.com

 

Other Dictionary