Odia Dictionary


Back

ଅଟଳଟଳ

Also : [ ଅଟଳଟଳିଆ ]




  1. Aṭaḻataḻa (ଗ୍ରା.ବିଣ.) - ଟଳମଟଳ; ଯାହା ଟଳଟଳ ହୋଇଥାଏ Tottering; reeling.

  2. ଯାହା ସ୍ଥିର ଭାବରେ ଭୂମିରେ ରହି ନ ପାରେ Unstable.

  3. ଅସ୍ଥିର Unsteady; fickle.

  4. ପତନୋନ୍ମୁଖ Threatening to fall down.